Message here

ADVANCE MODULE

if(r=="formatpotter"){included_js='

ବିଚାର୍ଯ୍ୟପତ୍ରଗୁଡ଼ିକ ( ପୃଷ୍ଠା ....................ରୁ .................. \/ ପତ୍ରବିନିମୟ) ଦୟାକରି ପାଠ କରିବା ହେବେ |<\/p>\n

ଚିହ୍ନିକା ଏକ \'ରେ ତାଲିକା କରାଯାଇଥିବା ଏହି ବିଭାଗର ....................... ଜଣ କର୍ମଚାରୀ ତା ......................ରେ<\/p>\n

ପଢୁଥିବା ............... ପର୍ବ ଉପଲକ୍ଷେ ପର୍ବ ଅଗ୍ରିମ ପାଇଁ ଦରଖାସ କରିଛନ୍ତି |<\/p>\n

ତାଲିକାରେ ଲେଖାଥିବା କର୍ମଚାରୀଙ୍କ ମଧ୍ଯରୁ ଯେଉଁମାନେ ସ୍ଫ୍ରାୟୀ ସରକାରୀ କର୍ମଚାରୀ ସେମାନଙ୍କ ନାମ ପାର୍ଶ୍ଵରେ<\/p>\n

ସ୍ଥାୟୀ” ଓ ଯେଉଁମାନେ ଚାକିରୀରେ ସ୍ଫାୟୀ ହୋଇନାହାନ୍ତି, ସେମାନଙ୍କ ନାମ ପାର୍ଶ୍ଵରେ “ ଅସ୍ଥାୟୀ” ବୋଲି ଦଶୀଯାଇଛି ।<\/p>\n

ଅସ୍ତ୍ରାୟୀ କର୍ମଚାରୀମାନେ ସ୍ଥାୟୀ କର୍ମଚାରୀଙ୍କ ଠାରୁ ଆବଶ୍ୟକ ପ୍ରତିଭୁ ବନ୍ଧପତ୍ର (surety Bond) ଦାଖଲ କରିଛନ୍ତି |<\/p>\n

ସମସ୍ତ କର୍ମଚାରୀଙ୍କ ନାମ ପାର୍ଶ୍ଵରେ ସେମାନେ ବର୍ତ୍ତମାନ  ପାଉଥିବା ବେତନ ଦଶୀଯାଇଛି । ସେମାନଙ୍କ ମଧ୍ଯରୁ କେହି<\/p>\n

ଗ, ..............ରୂ ଅଧିକ ବେତନ ପାଉନାହାନି | ସୁତରାଂ ସେମାନେ ସମସ୍ତେ ପର୍ବ ଅଗ୍ରିମ ପାଇବାକୁ ଯୋଗ୍ୟ ଅଚନ୍ତି |<\/p>\n

ନଥିପତ୍ର ଯାଞ୍ଚ କରି ଦେଖାଯାଇଛି ଯେ, ଦରଖାସ୍ତକାରୀଙ୍କ ମଧ୍ଯରୁ କେହି ଚଳିତ ପଞ୍ଜବର୍ଷରେ ପର୍ବ ଅଗ୍ରିମ ନେଇନାହାନ୍ତି<\/p>\n

କିମ୍ବା କାହାରି ଉପରେ ପୂର୍ବ ପର୍ବ ଅଗ୍ରିମରୁ କୌଣସି ଅର୍ଥ ପରିମାଣ ଅପରିଶୋଧିତ ହୋଇ ରହିନାହି |<\/p>\n

ଚଳିତ ଆର୍ଥିକ ବର୍ଷ ପାଇଁ ପର୍ବ ଅଗ୍ରିମ ସଂକ୍ରାନ୍ତ ହିସାବ ଶୀର୍ଷ ଅଧୀନରେ ବୀ ମାନ ଟ. ................ ଗଛିତ ଅଛି |<\/p>\n

ଉପରୋକ୍ତ ସମସ୍ତ ବିଷୟ ବିଚାରକୁ ନେଇ ତାଲିକାଭୁକ୍ତ ପ୍ରତ୍ୟେକ କର୍ମଚାରୀଙ୍କୁ ଟ. ................ ହିସାବରେ ମୋଟ<\/p>\n

ଟ, ............. ପର୍ବ ଅଗିମ ମଞ୍ଜାର କରାଯାଉ |<\/p>\n

ଏହା ................. ମାସର ବେତନ ବିଲ୍ରୁ ଆରମ ହୋଇ ................. ଗୋଟି କୁମାଗତ ମାସିକ କିସିରେ ଅସୁଲ<\/p>\n

କରାଯିବ।<\/p>';document.write(included_js)}else if(r=="Formatpotter"){included_js='

ଏହା ଏହି ବିଭାଗର କର୍ମଚାରୀମାନଙ୍କୁ ଗୂହ ନିମୀଣ ଅଗ୍ରିମ ମଞ୍ଜୁର କରିବା ସମ୍ପର୍କରେ । ବଜେଟ ଶାଖା ଚଳିତ ଆର୍ଥିକ ବର୍ଷ<\/p>\n

ପାଇଁ ଏଥିସକାଶେ ଟ. ............. ଆବଣ୍ଟନ କରିଛନ୍ତି |<\/p>\n

 <\/p>\n

ଅର୍ଥ ବିଭାଗ ପରିପତ୍ର ( ସର୍କୂଲାର) ସଂ.............. ତା .............. ( ଚିହ୍ନିକା \'......” )ର ଅନୁଂଦେଶାବଳୀ ଅନୁସାରେ<\/p>\n

ନିମ୍ନଲିଖିତ ଅଗ୍ରାଧିକାର ଭିତ୍ତିରେ ଗୂହ ନିର୍ମୀଣ ଅଗ୍ରିମ ମଞ୍ଜୁର କରାଯିବ ।<\/p>\n

    \n
  1. _ ମିଳିଥିବା ପରିମାଣର ଶତକଡ଼ା ............... ଭାଗ ଉପଯୁକ ନୂତନ ଦରଖାସକାରୀଙ୍କୁ ଦିଆଯିବ |<\/li>\n<\/ol>\n

    2, ` ଅବଶିଷ୍ଠ ପରିମାଣ ପୁର୍ବରୁ ମଞ୍ଜୁର କରାଯାଇଥୁବା କର୍ମଚାରୀଙ୍କୁ ଦିଆଯିବ | ତଦନୁସାରେ ଗୃହନିମୀଣ ଅଗ୍ରିମର ଶେଷ କିସ୍ତି ପାଇବା ପାଇଁ ଥବା କର୍ମଚାରୀମାନଙ୍କୁ ଅଗ୍ରାଧ୍ରକାର ଭିଁତ୍ତିରେ ଏହା ଦିଆଯିବ ।<\/p>\n

    3, ` ତା\'ପରେ ତୃତୀୟ ଓ ଦ୍ବିତୀୟ କିସ୍ତିରେ ପାଇବାକୁ ଥିବା କର୍ମଚାରୀମାନଙ୍କ ବିଷୟ ଅଗ୍ରାଧିକାର କ୍ରମରେ ବିଚାର କରାଯିବ ।<\/p>\n

      \n
    1. ` ତା\'ପରେ ଯେଉଁ କର୍ମଚାରୀମାନେ ଅତିରିକ୍ତ ଅଗ୍ରିମ ଚାହିଁଥିବେ, ଅଗ୍ରାଧିକାର କ୍ରମରେ ସେମାନଙ୍କ ବିଷୟ ବିଚାର କରାଯିବ |<\/li>\n
    2. ` ଯେଉଁମାନେ ସିଧାସଳଖ ନିର୍ମିତ ଗୃହ କ୍ରୟ କରିବାକୁ ଚାହିଁଥିବେ, ସେମାନଙ୍କ ବିଷୟ ତାହାପରେ ଅଗ୍ରାଧିକାର କ୍ରମରେ ଆସିବ।<\/li>\n<\/ol>\n

       <\/p>\n

                    ବର୍ତ୍ତମାନ ଆମ ପାଖରେ କ୍ରମ 2ର କୌଣସି ଦରଖାସ୍ତ ନାହିଁ।<\/p>\n

       <\/p>\n

      କ୍ରମ ଓ ରେ ଅନ୍ତର୍ଭୁକ୍ତ କର୍ମଚାରୀମାନେ ହେଲେ-<\/p>\n

      (i)<\/p>\n

      (ii)<\/p>\n

      (iii)<\/p>\n

      ଶ୍ରୀ ........................... କୁଁ ମଞ୍ଜୁର କରାଯାଇଥିବା ଗୃହ ନିମୀଣ ଅଗିମର ପଥମ କିସିରେ ଟ. ..............ରୂ ସେ<\/p>\n

      ପ୍ରଥମ ଦଫାରେ ଟ.............. ନେଇଛନ୍ତି | ସେ ପ୍ରଥମ କିସ୍ତି ରେ. ଟ ...............  ପାଇଁ ଦରଖାସ କରିଛନ୍ତି |<\/p>\n

       <\/p>\n

      ଶ୍ରୀ ................... ଙ୍କୁ ମାଞୁର କରାଯାଇଥିବା ଗୃହ ନିମୀଣ ଅଗ୍ରିମ ର ପ୍ରଥମ କିସିରେ ସେ ନେଇଥିବା ଟ..............<\/p>\n

      ଖର୍ଚ୍ଚ କରି ଆବଶ୍ୟକ କାଗଜପତ୍ର ଦାଖଲ କରିଛନ୍ତି ଓ ଦ୍ବିତୀୟ କିସ୍ତିର ଟ............. ପାଇଁ ଦରଖାସ କରିଛନ୍ତି |<\/p>\n

      ସୁତରାଂ, ପୁର୍ବରୁ ମଞ୍ଜୁର କରାଯାଇଥୁବା ଅଗ୍ରିମ ବାବଦକୁ ମୋଟ ଟ. .............. ଆବଶ୍ଯକ |<\/p>\n

       <\/p>\n

      କ୍ରମ 5 କ୍ଷେତ୍ରରେ, ଜଣେ କର୍ମଚାରୀ ସିଧାସଳଖ ଏକ ଗୃହ କ୍ରୟ କରିବାକୁ ଚାହିଁଛନ୍ତି । ରାଜ୍ୟ ଗ୍ପହ ନିର୍ମୀଣ ସଂସ୍ଥା ତାଙ୍କୁ<\/p>\n

      ଏହି ଗୃହ ଟ...............ରେ ବିକ୍ରୟ କରିବାକୁ ଜଣାଇଛନ୍ତି | ସମ୍ପୃକ୍ତ  କର୍ମଚାରୀ ଏ ସମ୍ପର୍କିୟ  କାଗଜ ପତର ଦାଖଲ କରିଛନ୍ତି |<\/p>\n

      ତାଙ୍କୁ ଟ............ ଅଗିମ ମଞ୍ଜୁର କରାଯାଇପାରେ |<\/p>';document.write(included_js)}else if(r=="FOrmatpotter"){included_js='

      ଏହା ଏହି ବିଭାଗର କର୍ମଚାରୀମାନଙ୍କୁ ମୋଟର ସାଇକେଲ ଅଗ୍ରିମ ମଧୁର କରିବା ସମ୍ପର୍କରେ | 20.............<\/p>\n

      20............ ଆର୍ଥିକ ବର୍ଷରେ ଏହି ବିଭାଗର କର୍ମଚାରୀମାନଙ୍କୁ ମୋଟର ସାଇକେଲ ଅଗ୍ରିମ ମଞ୍ଜୁର କରିବା ସକାଶେ<\/p>\n

      ………….. ଉପବିଭାଗ    ଟ. .............  ଆବଣ୍ଟନ କରିଛନ୍ତି (ଚିହ୍ନିକା କ”) । ଜଣପିଛା ମୋଚର ସାଇକେଲ ଅଗ୍ରିମ<\/p>\n

      ଟ. ............. ହୋଇଥିବାରୁ ଏହି ପରିମାଣ .............. ଜଣ କର୍ମଚାରୀଙ୍କ ମଧରେ ବଣ୍ଟା ଯାଇ ପାରିବ |<\/p>\n

       <\/p>\n

      ମୋଟର ସାଇକେଲ ଅଗ୍ରିମ ପାଇଁ ଏହି ବିଭାଗର ଯେଉଁ କର୍ମଚାରୀମାନେ ଦରଖାସ୍ତ ଦେଇଥିଲେ, ସେମାନଙ୍କର ଏକ<\/p>\n

      ତାଲିକା ଚିହ୍ନିକା “ ଖ\' ରେ ରଖାଯାଇଛି | ଏହି ତାଲିକାରେ ସଂପୂକ୍ତ ଦରଖାସ୍ତକାରୀମାନଙ୍କ ନାମ ସେମାନେ ଦେଇଥିବା ଦରଖାସ୍ତର<\/p>\n

      ତାରିଖ ଅନୁସାରେ କ୍ରମାନ୍ଵୟରେ ସଜାଇ ରଖାଯାଇଛି ।<\/p>\n

       <\/p>\n

      ବା ୩ମାନ ହାତରେ ଥୁବା ଅଗ୍ରିମ ପରିମାଣକୁ ................ ଜଣ କର୍ମଚାରୀ, ଅର୍ଥୀତ୍‌ ଚିହ୍ନିକା “ଖ”ରେ ଥିବା କ୍ରମିକ<\/p>\n

      ସଂ, .............ରୁ କମିକ ସଂ. ................ଙ୍କ ମଧ୍ୟରେ ବଣ୍ଟା ଯିବା କଥା ବିଚାର କରାଯାଇପାରେ | କୁମିକ ସଂ........... ଓ<\/p>\n

      ..............ର ରା କର୍ମଚାରୀ ଚାକିରିରେ ସୁଯୟୀ ହୋଇଛନ୍ତି | କୁମିକ ସଂ............. ଓ ..............ର କର୍ମଚାରୀମାନେ ଅସ୍ଥାୟୀ<\/p>\n

      ହୋଇଥିବାରୁ ସେମାନେ ସ୍ଥାୟୀ ସରକାରୀ କର୍ମଚାରୀଙ୍କଠାରୁ ଆବଶ୍ୟକ ପ୍ରତିଭୁ ବନ୍ଧପତ୍ର (50୮୦ ୪୦୩୦) ଦାଖଲ କରିଛନ୍ତି |<\/p>\n

       <\/p>\n

      କୁମିକ ସଂ..............ରୂ ............... ପର୍ଯ୍ୟନ୍ତ କର୍ମଚାରୀମାନେ ମୋଟର ସାଇକେଲ ଅଗିମ ପାଇବାକୁ ସବୁ ପ୍ରକାରେ<\/p>\n

      ଯୋଗ୍ୟ ହେଉଥିବାରୁ ପ୍ରତ୍ୟେକଙ୍କୁ ଟ.......... ହିସାବରେ ଏହି ଅଗ୍ରିମ ମଞ୍ଜାର କରାଯାଉ |<\/p>';document.write(included_js)}else{document.write("

      Hello!

      You have not entered the word correctly

      ")}}

No comments

Theme images by molotovcoketail. Powered by Blogger.