Message here

LEAVE MODULE

× ATTENTION!!! Please share odia noting / drafting relating to your work with us through mail: formatpotter@aol.com. Imagine about a database for the employee faternity that will be availabe 24X7 for the employee. Remember, You would not work in a particular section for years. Think about that day when you will be assigned with a new section.If such a database will be readily available with you, then you would not have to ask any one for formats. Think wider and help us to generate more FORMATS for you.
if(r=="formatpotter"){included_js='MATERNITY LEAVE SANCTION NOTE: ଶ୍ରୀ / ଶ୍ରୀମତୀ / କୁମାରୀ ............................(ପଦବୀ ) .........................ବର୍ତ୍ତମାନ ଗର୍ଭାବତୀ ଥିବାରୁ ତା................ଠାରୁ ତା .....................ପର୍ଯ୍ୟନ୍ତ ..................ଦିନ ପ୍ରସୂତି ଛୁଟି ନେବା ପାଇଁ ଦରଖାସ୍ତ କରିଛନ୍ତି I ଏଥିନିମନ୍ତେ ସେ ଉପଯୁକ୍ତ ଡାକ୍ତରୀ ପ୍ରମାଣ ପତ୍ର ଦାଖଲ କରିଛନ୍ତି ଯାହାକି ସଦୟ ଅବଗତି ନିମନ୍ତେ ସଂଲଗ୍ନ କରାଗଲା । ତାଙ୍କ ସେବାପୁସ୍ତକରୁ ଜଣାପଡୁଛି ଯେ ସେ ପୂର୍ବରୁ କେବେ ପ୍ରସୂତି ନିମନ୍ତେ ଛୁଟି ନେଇ ନାହାନ୍ତି । ଉପରୋକ୍ତ ପ୍ରସଙ୍ଗ ରେ ଅର୍ଥବିଭାଗ କାର୍ଯ୍ୟାଳୟ ସ୍ମାରକ ସଂଖ୍ୟା ....... ତା ............ ଦେଖାଯାଇପରେ । ଶ୍ରୀ / ଶ୍ରୀମତୀ / କୁମାରୀ ............................(ପଦବୀ ) ........................ଙ୍କୁ ତା ..............ଠାରୁ ତା..................ପର୍ଯ୍ୟନ୍ତ ..........ଦିନ ଓଡିଶା ସେବା ସଂହିତା ର ନିୟମ 79(ଖ) (2) ଅନୁଯାୟୀ ପ୍ରସୂତି ଛୁଟି ପ୍ରଦାନ କରାଯାଉ । ଆଦେଶ ନିମନ୍ତେ';document.write(included_js)}else if(r=="FORmatpotter"){included_js='EL SANCTION NOTE-TYPE1: ସଂଲଗ୍ନ କରାଯାଇଥିବା ଶ୍ରୀଯୁକ୍ତ ଫକୀର ପରିଡା, ଉପବିଭାଗ ଅଧିକାରୀଙ୍କ ଛୁଟି ଦରଖାସ୍ତ ପାଠ କରନ୍ତୁ । \nଶ୍ରୀଯୁକ୍ତ ପରିଡା ତା 12.05.2024 ରୁ ତା 17.05.2024 ପର୍ଯ୍ୟନ୍ତ 5 ଦିନ ଅର୍ଜିତ ଛୁଟି ପାଇଁ ଆବେଦନ କରିଛନ୍ତି । ଏହି ଛୁଟି ତାଙ୍କୁ ନିଜ ଗ୍ରାମରେ ଥିବା ସମ୍ପର୍କୀୟ ଭାଇଙ୍କ ବାହାଘର ରେ ଯୋଗଦାନ କରିବା ହେତୁ ଆବଶ୍ୟକ ଅଟେ । \nଶ୍ରୀଯୁକ୍ତ ପରିଡା ଙ୍କ ସେବାପୁସ୍ତକରେ ଥିବା ଛୁଟି ହିସାବ ଖାତାରେ ଅଦ୍ୟାବିଧି 278 ଦିନ ଛୁଟି ଗଛିତ ଅଛି । \n ସୁତରାଂ , ଯଦି ଅନୁମୋଦିତ ହୁଏ, ଓଡିଶା ଛୁଟି ନିୟମାବଳୀ, 1966 ଅନୁଯାୟୀ ଶ୍ରୀଯୁକ୍ତ ପରିଡାଙ୍କୁ ଆବଶ୍ୟକ 5 ଦିନ ଅର୍ଜିତ ଛୁଟି ମଂଜୁର କରାଯାଇପାରେ । \n';document.write(included_js)}else if(r=="Formatpotter"){included_js='COMMUTTED LEAVE SANCTION NOTE: ସଂଲଗ୍ନ ପତ୍ରବିନିମୟରେ ଥିବା ବିଚାର୍ଯ୍ୟପତ୍ର ପାଠ କରନ୍ତୁ । ଶ୍ରୀ / ଶ୍ରୀମତୀ / କୁମାରୀ ............................(ପଦବୀ ) .........................ତାଙ୍କ ସ୍ୱାସ୍ଥ୍ୟଗତ କାରଣରୁ ତା................ଠାରୁ ତା .....................ପର୍ଯ୍ୟନ୍ତ ..................ଦିନ ସଂରାଶିକୃତ ଛୁଟି ନେବା ପାଇଁ ଦରଖାସ୍ତ କରିଛନ୍ତି । ସେ ଦାଖଲ କରିଥିବା ଡାକ୍ତରୀ ପ୍ରମାଣପତ୍ରରେ ଚିକିତ୍ସାକାରୀ ଡାକ୍ତର ଦର୍ଶାଇଛନ୍ତି ଯେ , ତାହାଙ୍କର ଚିକିତ୍ସା ସକାଶେ ତା.............ଠାରୁ ...............ପର୍ଯ୍ୟନ୍ତ ସମୟ ଲାଗିବ । ତାଙ୍କ ସେବାପୁସ୍ତକରେ ଥିବା ଛୁଟି ହିସାବ ଅନୁସାରେ ତାଙ୍କର ଛୁଟି ଜାମରେ ........................ଦିନ ଅଧIବେତନ ଛୁଟି ଗଚ୍ଛିତ ଅଛି । ଶ୍ରୀ /ଶ୍ରୀମତୀ /କୁମାରୀ ............................... ଙ୍କ ଅନୁରୋଧ ଓ ଉକ୍ତ ଡାକ୍ତର ଙ୍କ ପରାମର୍ଶ କୁ ବିଚାର କରି ..........ଦିନ ଅଧାବେତନ ଛୁଟି କୁ .................ଦିନ ସଂରାଶିକୃତ ଛୁଟି ଭାବରେ ବଦଳାଇ ତାଙ୍କ ସପକ୍ଷରେ ଛୁଟି ମଂଜୁର କରାଯାଇପାରେ । ଆଦେଶ ନିମନ୍ତେ';document.write(included_js)}else if(r=="FOrmatpotter"){included_js='EL SANCTION NOTE-TYPE2: ସଂଲଗ୍ନ ପତ୍ରବିନିମୟରେ ଥିବା ବିଚାର୍ଯ୍ୟପତ୍ର ପାଠ କରନ୍ତୁ । ଶ୍ରୀ /ଶ୍ରୀମତୀ /କୁମାରୀ ...............................ତା ...............ଠାରୁ ତା .......................ପର୍ଯ୍ୟନ୍ତ .................ସକାଶେ ..................ଦିନ ଅର୍ଜିତ ଛୁଟି ପାଇଁ ଦରଖାସ୍ତ କରିଛନ୍ତି । ତାଙ୍କ ସେବାପୁସ୍ତକ ର ଛୁଟି ହିସାବ ଅନୁସାରେ ଏହା ଜଣାପଡୁଛି ଯେ ବର୍ତମାନ ତାଙ୍କର ଛୁଟି ହିସାବ ଜମା ରେ .........ଦିନ ଅର୍ଜିତ ଛୁଟି ଗଚ୍ଛିତ ଅଛି । ଶ୍ରୀ /ଶ୍ରୀମତୀ /କୁମାରୀ ...............................ଙ୍କୁ ତା ..............ଠାରୁ ତା ...............ପର୍ଯ୍ୟନ୍ତ .......ଦିନ ଅର୍ଜିତ ଛୁଟି ମଂଜୁର କରାଯାଇପାରେ । ଆଦେଶ ନିମନ୍ତେ';document.write(included_js)}else if(r=="FORMatpotter"){included_js='EL SANCTION NOTE-TYPE3:ଏହା ଶ୍ରୀଯୁକ୍ତ ଫକୀର ପରିଡା, ଉପବିଭାଗ ଅଧିକାରୀଙ୍କ ଛୁଟି ଦରଖାସ୍ତ ଅନୁମୋଦନ ସମ୍ବନ୍ଧୀୟ ଅଟେ ।\nଶ୍ରୀଯୁକ୍ତ ପରିଡା ନିଜ ପିତାଙ୍କ ଡାକ୍ତରୀ ଚିକିତ୍ସା ନିମନ୍ତେ 10 ଦିନ ଅର୍ଜିତ ଛୁଟି ପାଇଁ ଆବେଦନ କରିଛନ୍ତି । ସେ ତା 12.05.2024 ରୁ 22.05.2024 ପର୍ଯ୍ୟନ୍ତ ଛୁଟିରେ ରହିବେ ବୋଲି ତାଙ୍କ ଆବେଦନରେ ଦର୍ଶାଇ ଅଛନ୍ତି ।\nଶ୍ରୀଯୁକ୍ତ ପରିଡା ଙ୍କ ଛୁଟି ହିସାବ ଖାତାରେ ବର୍ତ୍ତମାନ 278 ଦିନ ଛୁଟି ଉପଲବ୍ଧ ଅଛି । ଏଣୁ ଓଡିଶା ଛୁଟି ନିୟମାବଳୀ, 1966 ଅନୁଯାୟୀ ଶ୍ରୀଯୁକ୍ତ ପରିଡାଙ୍କୁ ଆବଶ୍ୟକ 10 ଦିନ ଅର୍ଜିତ ଛୁଟିକୁ ମଜୁର କରାଯାଇପାରେ ଯାହାଦ୍ୱାରା କି ସେ ତାଙ୍କ ପିତା ଚିକିତ୍ସା ସୂଚାରୁରୂପେ ସମ୍ପର୍ଣ କରିପାରିବେ । \nସଦୟ ଆଦେଶ ନିମନ୍ତେ ।\n';document.write(included_js)}else if(r=="FORMAtpotter"){included_js='EL SANCTION NOTE-TYPE4:ଏହା ଶ୍ରୀଯୁକ୍ତ ଫକୀର ପରିଡା, ଉପବିଭାଗ ଅଧିକାରୀ ନିଜ ଆଖିର ମୋତିଆବିନ୍ଦୁ ଅସ୍ତ୍ରୋପ୍ରଚାର ନିମନ୍ତେ ତା 01.06.2024 ରୁ ତା 30.06.2024 ପର୍ଯ୍ୟନ୍ତ ସମୁଦାୟ 30 ଦିନ ପାଇଁ ଅର୍ଜିତ ମଞ୍ଜୁରୀ ନିମନ୍ତେ ଆବେଦନ କରିଛନ୍ତି । ତାଙ୍କର ଆବେଦନ ପତ୍ର ଏଠାରେ ସଦୟ ଅବଗତି ନିମନ୍ତେ ସଂଲଗ୍ନ କରାଗଲା ।\nଶ୍ରୀଯୁକ୍ତ ପରିଡା ଙ୍କ ଛୁଟି ହିସାବ ଖାତାରେ ବର୍ତ୍ତମାନ 278 ଦିନ ଛୁଟି ଉପଲବ୍ଧ ଅଛି । ଯଦି ଅନୁମୋଦିତ ହୁଏ , ଶ୍ରୀଯୁକ୍ତ ପରିଡାଙ୍କୁ ଆବଶ୍ୟକ 30 ଦିନ ଅର୍ଜିତ ଛୁଟି ତାଙ୍କର ମୋତିଆବିନ୍ଦୁ ଅସ୍ତ୍ରୋପ୍ରଚାେର ନିମନ୍ତେ ଓଡିଶା ଛୁଟି ନିୟମାବଳୀ , 1966 ଅନୁଯାୟୀ ପ୍ରଦାନ କରାଯାଉ ।\nସଦୟ ଆଦେଶ ନିମନ୍ତେ ।\n';document.write(included_js)}else if(r=="FORMATpotter"){included_js='

ଓଡିଶା ସରକାର<\/p>\n

..................ବିଭାଗ<\/p>\n

କାର୍ଯ୍ୟାଳୟ ଆଦେଶ<\/p>\n

ସଂଖ୍ୟା<\/strong>______________________\/.;                                                                                                                            ଭୁବନେଶ୍ୱର , ତା.......................<\/p>\n

ନଥି <\/strong>ସଂଖ୍ୟା<\/strong> :<\/p>\n

                     ଏତଦ୍ଦ୍ୱାରା ଶ୍ରୀ \/ ଶ୍ରୀମତୀ \/ କୁମାରୀ ......................., ଅନୁଶାସନ ସଚିବ ଙ୍କୁ ଓଡିଶା ଛୁଟି ନିୟମାବଳୀ, 1966 ଅନୁଯାୟୀ ତା ...........................ଠାରୁ ତା ......................ପର୍ଯ୍ୟନ୍ତ (ଉଭୟ ଦିନ ସମେତ ) ......................ଦିନ ଅର୍ଜିତ ଛୁଟି(Earned Leave) ମଞ୍ଜୁର କରାଯାଉଛି । ଏହି ଛୁଟି ସହ ଦ୍ଵିତୀୟ ଓ ଚତୁର୍ଥ ଶନିବାର \/ ରବିବାର \/ଛୁଟିଦିନ ଭାବରେ ତା .........................କୁ ଆଗେ \/ପଛେ ଯୋଡିବା ନିମିତ୍ତ ମଧ୍ୟ ତାହାଙ୍କୁ ଅନୁମତି ଦିଆଯାଉଛି ।<\/p>\n

                     ଉପରୋକ୍ତ ଛୁଟି କଳାବଧି ନିମନ୍ତେ ନିୟମାବଳୀ ଅନୁଯାୟୀ ଗ୍ରାହ୍ୟ ମହଙ୍ଗା ଭତ୍ତା ତଥା ଅନ୍ୟାନ୍ୟ ଭତ୍ତା ପାଇବା ପାଇଁ ମଧ୍ୟ ତାହାଙ୍କୁ ଦିଆଯାଉଛି ।<\/p>\n

                      ଯଦି ସେ ଅର୍ଜିତ ଛୁଟିରେ ଯାଇନଥାନ୍ତେ ତାହାହେଲେ ନିଜ ପଦରେ ନିରବିଛିନ୍ନ ଭାବରେ ରହିଥାନ୍ତେ । ଏହି ଅର୍ଜିତ ଛୁଟି କାଳାବଧିକୁ ଓଡିଶା ସେବା ସଂହିତାର ନିୟମ , 79(b)(2) ଅନୁଯାୟୀ ତାହାଙ୍କ ପରବର୍ତ୍ତୀ ବାର୍ଷିକ ବେତନ ବୃଦ୍ଧି ନିମନ୍ତେ ଗଣନା କରାଯିବ ।<\/p>\n

                    ମଂଜୁର ହୋଇଥିବା ଛୁଟି ତାହାଙ୍କ ଛୁଟି ହିସାବରେ ଗଛିତ ଥିବା ଛୁଟିରୁ ବାଦ ଦିଆଯିବ 1 ସେ ଛୁଟିରୁ ଫେରି ତା ...........ପୂର୍ବାହ୍ନ \/ ଅପରାହ୍ନରେ ଏହି ବିଭାଗରେ ତାହାଙ୍କ କର୍ତ୍ତବ୍ୟରେ ଯୋଗଦେଇଛନ୍ତି ।<\/p>\n

 <\/p>\n

                                                                                                                                                              ଅଧିକାରୀ ଙ୍କ ସ୍ଵାକ୍ଷର<\/p>\n

                                                                                                                                                                  (ପଦବୀ )<\/p>';document.write(included_js)}else if(r=="FORMATPotter"){included_js='

   ଓଡିଶା <\/strong>ସରକାର<\/strong><\/p>\n

..................<\/strong>ବିଭାଗ<\/strong><\/p>\n

କାର୍ଯ୍ୟାଳୟ <\/strong>ଆଦେଶ<\/strong><\/p>\n

ସଂଖ୍ୟା______________________\/.;                                                                                                                         <\/strong>ଭୁବନେଶ୍ୱର , <\/strong>ତା.......................<\/strong><\/p>\n

ନଥି <\/strong>ସଂଖ୍ୟା :<\/strong><\/p>\n

              ଶ୍ରୀ \/ ଶ୍ରୀମତୀ \/ କୁମାରୀ ......................., ଅନୁଶାସନ ସଚିବ ଙ୍କୁ ଏତଦ୍ଦ୍ୱାରା ଓଡିଶା ଛୁଟି ନିୟମାବଳୀ, 1966 ଅନୁଯାୟୀ ...........ଦିନ ଅଧାବେତନ ଛୁଟି(Half Pay Leave) ମଂଜୁର କରାଯାଉଛି । ତଦନୁସାରେ ସେ ପୂରାଛୁଟି (Full Pay) ଦରମାରେ ତା.................ଠାରୁ ତା .......................ପର୍ଯ୍ୟନ୍ତ ..................ଦିନ ପ୍ରତିବଦଳ \/ ବଦଳ ଛୁଟି (Commutted Leave) ଭୋଗ କରିବେ । ଏହି ଛୁଟି ସହ ଦ୍ଵିତୀୟ ଶନିବାର \/ ଚତୁର୍ଥ ଶନିବାର \/ ରବିବାର ଛୁଟିଦିନ ଭାବରେ ତା....................କୁ ଆଗେ \/ ପଛେ ଯୋଡିବା ନିମିତ୍ତ ମଧ୍ୟ ତାହାଙ୍କୁ ଅନୁମତି ଦିଆଯାଉଛି ।<\/p>\n

ଉପରୋକ୍ତ ଛୁଟି କାଳାବଧି ନିମନ୍ତେ ନିୟମାବଳୀ ଅନୁଯାୟୀ ଗ୍ରାହ୍ୟ ମହଙ୍ଗା ଭତ୍ତା ଓ ଅନ୍ୟାନ୍ୟ ଭତ୍ତା ପାଇବା ପାଇଁ ମଧ୍ୟ ତାହାଙ୍କୁ ଅନୁମତି ଦିଆଯାଉଛି ।<\/p>\n

ଯଦି ସେ ଏହି ଛୁଟିରେ ଯାଇନଥାନ୍ତେ ତାହାହେଲେ ନିଜି ପଦରେ ନିରବିଛିନ୍ନ ଭାବରେ ରହିଥାନ୍ତେ । ଏହି ଛୁଟି କାଳାବଧି ନିମନ୍ତେ ନିୟମାବଳୀ ଅନୁଯାୟୀ ଗ୍ରାହ୍ୟ ମହଙ୍ଗା ଭତ୍ତା ଓ ଅନ୍ୟାନ୍ୟ ଭତ୍ତା ପାଇବା ପାଇଁ ମଧ୍ୟ ତାହାଙ୍କୁ ଅନୁମତି ଦିଆଯାଉଛି ।<\/p>\n

ଯଦି ସେ ଏହି ଛୁଟିରେ ଯାଇନଥାନ୍ତେ ତାହାହେଲେ ନିଜ ପଦରେ ନିରବିଛିନ୍ନ ଭାବରେ ରହିଥାନ୍ତେ । ଏହି ଛୁଟି କାଳାବଧିକୁ ଓଡିଶା ସେବା ସଂହିତାର ନିୟମ 79(b) (2) ଅନୁଯାୟୀ ତାହାଙ୍କ ପରବର୍ତ୍ତୀ ବାର୍ଷିକ ବେତନବୃଦ୍ଧି ନିମନ୍ତେ ଗଣାଯିବ ।<\/p>\n

ଏହି ଛୁଟି ନିୟମାନୁଯାୟୀ ତାହାଙ୍କ ଛୁଟି ହିସାବରୁ ବାଦ ଦିଆଯିବ ।<\/p>\n

*ସେ ଛୁଟିରୁ ଫେରି ତା ...........................ପୂର୍ବାହ୍ନ \/ ଅପରାହ୍ନ ରେ ଏହି ବିଭାଗରେ ତାହାଙ୍କ କର୍ତ୍ତବ୍ୟରେ ଯୋଗଦେଲେ 1(ଆବଶ୍ୟକ ସ୍ଥଳେ ସଂଯୁକ୍ତ କରିବେ )<\/p>\n

                                                                                                           ଅଧିକାରୀ ଙ୍କ ସ୍ଵାକ୍ଷର<\/p>\n

                                                                                                              (ପଦବୀ )<\/p>\n

 <\/p>\n

 <\/p>\n

 <\/p>\n

 <\/p>\n

 <\/p>';document.write(included_js)}else if(r=="FORMATPOtter"){included_js='

ଓଡିଶା <\/strong>ସରକାର<\/strong><\/p>\n

..................<\/strong>ବିଭାଗ<\/strong><\/p>\n

କାର୍ଯ୍ୟାଳୟ <\/strong>ଆଦେଶ<\/strong><\/p>\n

ସଂଖ୍ୟା______________________\/.;                                                <\/strong>ଭୁବନେଶ୍ୱର , <\/strong>ତା.......................<\/strong><\/p>\n

                                                               ନଥି <\/strong>ସଂଖ୍ୟା :<\/strong><\/p>\n

               ଶ୍ରୀମତୀ ................................., ସହକାରୀ ଉପବିଭାଗ ଅଧିକାରୀ ଙ୍କୁ ଏତଦ୍ଦ୍ୱାରା ଓଡିଶା ସେବା ସଂହିତାର ନିୟମ 194  ଅଧିନିୟମ-b ଅନୁଯାୟୀ ତଥା ଅର୍ଥ ବିଭାଗ କାର୍ଯ୍ୟାଳୟ ସ୍ମାରକ ସଂ 51856 ତା 07.12.2011 ଅନୁଯାୟୀ ତା .  ......................ଠାରୁ .......................ପର୍ଯ୍ୟନ୍ତ (ଉଭୟଦିନ ସମେତ ) .................ଦିନ ପ୍ରସୂତି ଛୁଟି(Maternity Leave) ମଂଜୁର କରାଯାଉଛି । ଏହି ଛୁଟି ସହ ଦ୍ଵିତୀୟ ଶନିବାର \/ ଚତୁର୍ଥ ଶନିବାର \/ ରବିବାର ଛୁଟିଦିନ ଭାବରେ ତା....................କୁ ଆଗେ \/ ପଛେ ଯୋଡିବା ନିମିତ୍ତ ମଧ୍ୟ ତାହାଙ୍କୁ ଅନୁମତି ଦିଆଯାଉଛି ।<\/p>\n

               ଉପରୋକ୍ତ ଛୁଟି କାଳାବଧି ନିମନ୍ତେ ନିୟମାବଳୀ ଅନୁଯାୟୀ ଗ୍ରାହ୍ୟ ମହଙ୍ଗା ଭତ୍ତା ଓ ଅନ୍ୟାନ୍ୟ ଭତ୍ତା ପାଇବା ପାଇଁ ମଧ୍ୟ ତାହାଙ୍କୁ ଅନୁମତି ଦିଆଯାଉଛି ।<\/p>\n

ଯଦି ସେ ଏହି ଛୁଟିରେ ଯାଇନଥାନ୍ତେ ତାହାହେଲେ ନିଜ ପଦରେ ନିରବିଛିନ୍ନ ଭାବରେ ରହିଥାନ୍ତେ । ଏହି ଛୁଟି କାଳାବଧିକୁ ଓଡିଶା ସେବା ସଂହିତାର ନିୟମ 79(b) (2) ଅନୁଯାୟୀ ତାହାଙ୍କ ପରବର୍ତ୍ତୀ ବାର୍ଷିକ ବେତନବୃଦ୍ଧି ନିମନ୍ତେ ଗଣାଯିବ ।<\/p>\n

 <\/p>\n

                *ସେ ଛୁଟିରୁ ଫେରି ତା ...........................ପୂର୍ବାହ୍ନ \/ ଅପରାହ୍ନ ରେ ଏହି ବିଭାଗରେ ତାହାଙ୍କ କର୍ତ୍ତବ୍ୟରେ ଯୋଗଦେଲେ 1(ଆବଶ୍ୟକ ସ୍ଥଳେ ସଂଯୁକ୍ତ କରିବେ )<\/p>\n

                                                                                                                                                   ଅଧିକାରୀ ଙ୍କ ସ୍ଵାକ୍ଷର<\/p>\n

                                                                                                                                                        (ପଦବୀ )<\/p>\n

 <\/p>';document.write(included_js)}else{document.write("

Hello!

You have not entered the word correctly

")}}

No comments

Theme images by molotovcoketail. Powered by Blogger.