Message here

NEWS-22.07.2024

NEWS-22.07.2024

.

.

1 / 14
ସଚିବାଳୟ ଅବସରପ୍ରାପ୍ତ ଅଧିକାରୀଙ୍କ ଆଶ୍ରୟସ୍ଥଳ,ଅବସର ପରେ ୨୦୦ରୁ ଉର୍ଦ୍ଧ୍ଵ ଅଧିକାରୀଙ୍କୁ କରାଯାଇଛି ଥଇଥାନ।
2 /14
ଅର୍ଥନୈତିକ ସର୍ଭେ ୨୦୨୩-୨୪: ସୁଯୋଗ, ଆହ୍ବାନ ହେବ AI, କାର୍ଯ୍ୟ କ୍ଷମତା ବଢାଇବ।
3 / 14
ଇସ୍ପାତ ପ୍ରକଳ୍ପ ସ୍ଥାପନ ପାଇଁ ଲୋକସଭାରେ ଦୃଢ ଦାବି କଲେ କେନ୍ଦୁଝର ସାଂସଦ ଅନନ୍ତ ନାୟକ।
4 / 14
ଭୁବନେଶ୍ୱର:୨୬ ସୁଦ୍ଧା ଆଉ ଏକ ଲଘୁଚାପ, ଦୁଇଦିନ ପ୍ରବଳ ବର୍ଷା ସମ୍ଭାବନା।
5 / 14
ନୂଆ ମିଡିଆ ଟିମ୍‌ ଗଠନ କଲା ବିଜେଡି, ୧୬ ନେତାଙ୍କୁ ଦିଆଗଲା ଦାୟିତ୍ଵ।
6 / 14
ନିର୍ବାଚନ ଅନିୟମିତତା ଅଭିଯୋଗ ମାମଲାରେ ବିଧାୟକ ସାରଦା ନାୟକଙ୍କୁ ହାଇକୋର୍ଟ ନୋଟିସ୍‌।
7 / 14
ପାଣ୍ଡିଆନଙ୍କ ସଂପର୍କରେ ଭୁଲ୍ ଖବର ପ୍ରକାଶ ପାଇଁ ନ୍ଯୁ ଇଣ୍ଡିଆନ ଏକ୍ସପ୍ରେସର କ୍ଷମା ପ୍ରାର୍ଥନା।
8 / 14
ବୌଦ୍ଧ ବିଧାୟକ ସରୋଜ ପ୍ରଧାନ ମୁଖ୍ୟ ସଚେତକ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ।
9 / 14
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବିବୃତି ଦେବା ବେଳେ ମାଇକ, କ୍ୟାମେରା ଓ ଲାଇଟ ବନ୍ଦ କରି ଦିଆଯାଇଥିବା ଅଭିଯୋଗ ଆଣିଲା ବିଜେଡି।
10/ 14
ଅଗଷ୍ଟ ପହିଲାରୁ ଖୋଲିବ ଭିତରକନିକା,ମେ ୧ରୁ ବନ୍ଦ ଅଛି।
11 / 14
୧୦୨୨ ନର୍ସିଂ ଅଫିସର୍ ନିୟମିତ,ହାଇପାଓ୍ବାର କମିଟି ସୁପାରିଶ ଅନୁଯାୟୀ ହେଲା ନିଷ୍ପତ୍ତି।
12 / 14
ASOଙ୍କୁ ରାଜ୍ୟପାଳଙ୍କ ପୁଅଙ୍କ ମାଡ଼ ଘଟଣା, ୧୫ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ।
13 / 14
ନିଆଁ ଲାଗି INS ବ୍ରହ୍ମପୁତ୍ରରେ ବଡ଼ କ୍ଷତି, ରକ୍ଷା ମନ୍ତ୍ରୀଙ୍କୁ କ୍ଷୟକ୍ଷତି ବିଷୟରେ ଅବଗତ କରାଇଲେ ନୌସେନା ମୁଖ୍ୟ।
14/ 14
ସଂସଦରେ ୨୦୨୩-୨୪ ଅର୍ଥନୈତିକ ସର୍ଭେ ରିପୋର୍ଟ । ୨୦୨୫ ରେ ୬.୫ ରୁ ୭ ପ୍ରତିଶତ ହାରରେ ଅଭିବୃଦ୍ଧି ଆକଳନ।

No comments

Theme images by molotovcoketail. Powered by Blogger.