Message here

PENSION MODULE

× ATTENTION!!! Please share odia noting / drafting relating to your work with us through mail: formatpotter@aol.com. Imagine about a database for the employee faternity that will be availabe 24X7 for the employee. Remember, You would not work in a particular section for years. Think about that day when you will be assigned with a new section.If such a database will be readily available with you, then you would not have to ask any one for formats. Think wider and help us to generate more FORMATS for you.
if(r=="formatpotter"){included_js='

ଓଡିଶା ସରକାର<\/strong><\/p>\n

......................<\/strong>ବିଭାଗ<\/strong><\/p>\n

ସଂଖ୍ୟା ...........................\/.<\/strong>;                       <\/strong>ଭୁବନେଶ୍ୱର<\/strong>                                             <\/strong>ତା ................<\/strong><\/p>\n

ପ୍ରେରକ<\/p>\n

        ଶ୍ରୀଯୁକ୍ତ ........................<\/p>\n

       ..........................ବିଭାଗ<\/p>\n

ପ୍ରାପକ<\/p>\n

      ....................................<\/p>\n

      .............…………ବିଭାଗ<\/p>\n

 <\/p>\n

ବିଷୟ : ଶ୍ରୀ ରାଜେଶ ଶର୍ମା , ଉପବିଭାଗ ଅଧିକାରୀଙ୍କ ପେନସନ ସମ୍ବନ୍ଧୀୟ କାଗଜପତ୍ର ସମ୍ବନ୍ଧରେ । <\/p>\n

ମହାଶୟ,<\/p>\n

              ମୁଁ ନିର୍ଦ୍ଦେଶକ୍ରମେ ଜଣାଉଛି କି ଏହି ବିଭାଗରେ କାର୍ଯ୍ୟରତ ଶ୍ରୀ ରାଜେଶ ଶର୍ମା , ଉପବିଭାଗ ଅଧିକାରୀ ତା 31.07.2024 ଅପରାହ୍ନରେ ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି । ତାଙ୍କ ସପକ୍ଷରେ ପେନସନ ମଞ୍ଜୁରୀ ନିମନ୍ତେ ସମସ୍ତ ପେନସନ ପେପର ଏବଂ ତତସମ୍ବନ୍ଧୀୟ ସମସ୍ତ ଆବଶ୍ୟକୀୟ କାଗଜପତ୍ର ପ୍ରେରଣ କରାଗଲା । <\/p>\n

ଅଧିକାରୀଙ୍କ ସ୍ଵାକ୍ଷର<\/p>\n

  ଜ୍ଞାପାକ ସଂ ..........................\/ .<\/strong>; <\/strong>ଭୁବନେଶ୍ୱର ତା ...................<\/strong><\/p>\n

             ଏହାର ଏକକିତା ନକଲ ଶ୍ରୀ ରାଜେଶ ଶର୍ମା , ଉପବିଭାଗ ଅଧିକାରୀ (ଠିକଣା )ଙ୍କ ଅବଗତି ନିମନ୍ତେ ପ୍ରେରଣା କରାଗଲା । <\/p>\n

 <\/p>\n

ଅଧିକାରୀଙ୍କ ସ୍ଵାକ୍ଷର<\/p>';document.write(included_js)}else if(r=="Formatpotter"){included_js='

ନଥିତଳେ ରଖାଯାଇଥିବା \/ ସଂଲଗ୍ନ ହୋଇଥିବା ଶ୍ରୀ ....................(ପଦବୀ)...............................ଙ୍କ ସେବାପୁସ୍ତକ ଦେଖିବା ହେବେ । ଶ୍ରୀ ....................... ଙ୍କ ଜନ୍ମ ତାରିଖ ତା ...............................ହୋଇଥିବାରୁ ସେ ତା ...................ରେ ସେବା ନିବୃତ୍ତ ହେବେ । ଏବଂ ତା......................ଅପରାହ୍ନରେ ସରକାରୀ ସେବାରୁ ଅବସର ଗ୍ରହଣ କରିବେ I<\/p>\n

ସୁତରାଂ , ............................(ସମ୍ପୃକ୍ତ ଅଧିକାରୀ ) ଙ୍କ ଅନୁମୋଦନ କ୍ରମେ ତାଙ୍କୁ ତା ......................ଅପରାହ୍ନରୁ ସରକାରୀ ସେବାରୁ ଅବସର ଗ୍ରହଣ କରିବାକୁ ଅନୁମତି ଦିଆଯାଉ ।<\/p>\n

                                                                         ଅନୁମୋଦନ ନିମିତ୍ତ ଚିଠା<\/p>\n

 <\/p>';document.write(included_js)}else if(r=="FOrmatpotter"){included_js='

ଓଡିଶା ସରକାର<\/strong><\/p>\n

......................<\/strong>ବିଭାଗ<\/strong><\/p>\n

ସଂଖ୍ୟା ...........................\/.<\/strong>;                       <\/strong>ଭୁବନେଶ୍ୱର<\/strong>                                             <\/strong>ତା ................<\/strong><\/p>\n

ପ୍ରେରକ<\/p>\n

        ଶ୍ରୀଯୁକ୍ତ ........................<\/p>\n

        ..........................ବିଭାଗ<\/p>\n

ପ୍ରାପକ<\/p>\n

        ....................................<\/p>\n

        .............…………ବିଭାଗ<\/p>\n

ବିଷୟ : ଶ୍ରୀ ରାଜେଶ ଶର୍ମା , ଉପବିଭାଗ ଅଧିକାରୀଙ୍କ ସପକ୍ଷରେ ସତର୍କତା ଅନାପତ୍ତି ପ୍ରମାଣପତ୍ର ଓ ଅପରାଧିକ ଅନାପତ୍ତି ପ୍ରମାଣପତ୍ର ପ୍ରଦାନ  ସମ୍ବନ୍ଧରେ  । <\/p>\n

ମହାଶୟ,<\/p>\n

             ମୁଁ ନିର୍ଦ୍ଦେଶକ୍ରମେ ଜଣାଉଛି କି ଏହି ବିଭାଗରେ କାର୍ଯ୍ୟରତ ଶ୍ରୀ ରାଜେଶ ଶର୍ମା , ଉପବିଭାଗ ଅଧିକାରୀ ତା 31.07.2024 ଅପରାହ୍ନରେ ସରକାରୀ ଚାକିରୀରୁ ଅବସର ଗ୍ରହଣ କରିବେ । ତାଙ୍କର ପେନସନ ମଞ୍ଜୁରୀ ନିମନ୍ତେ ସତର୍କତା ଅନାପତ୍ତି ପ୍ରମାଣପତ୍ର ଓ ଅପରାଧିକ ଅନାପତ୍ତି ପ୍ରମାଣପତ୍ର ନିୟମ ଅନୁଯାୟୀ ଏକାନ୍ତ ଅନିବାର୍ଯ୍ୟ । <\/p>\n

           ଏଣୁ ଆପଣଙ୍କୁ ଏହି ପତ୍ର ଦ୍ୱାରା ଅନୁରୋଧ କରାଯାଉଛି କି ଯେତେ ଶୀଘ୍ର ସମ୍ଭବ ଶ୍ରୀଯୁକ୍ତ ଶର୍ମା ଙ୍କ ସପକ୍ଷରେ ଉପରୋକ୍ତ ପ୍ରମାଣପତ୍ର ଗୁଡିକୁ ପ୍ରଦାନ କରନ୍ତୁ ଯାହାଫଳରେ ଉପଯୁକ୍ତ ସମୟରେ ତାଙ୍କର ପେନସନ ମଂଜୁର ହୋଇପାରିବ । ଶ୍ରୀ ଶର୍ମାଙ୍କ ସମ୍ବନ୍ଧରେ ଆବଶ୍ୟକୀୟ ସୂଚନା ଏହି ପତ୍ର ସହିତ ସଂଲଗ୍ନ କରାଗଲା । <\/p>\n

                                                                                                  ଅଧିକାରୀଙ୍କ ସ୍ଵାକ୍ଷର<\/p>\n

 <\/p>';document.write(included_js)}else if(r=="FORmatpotter"){included_js='

ପୃଷ୍ଠା .................\/ ପତ୍ରବିନିମୟରେ ଥିବା ବିଚାର୍ଯ୍ୟପତ୍ରଟି ପାଠ କରିବା ହେବେ ।<\/p>\n

ଶ୍ରୀ \/ ଶ୍ରୀମତୀ \/ କୁମାରୀ .....................,, ଅବସରପ୍ରାପ୍ତ (ପଦବୀ) .................... ତାଙ୍କର ବଳକା ଛୁଟି ବାବଦ<\/p>\n

ଅର୍ଥ ମଂଜୁରି ପାଇଁ ଦରଖାସ୍ତ କରିଛନ୍ତି । ସେ ତା ................. ଅପରାହ୍ଣରେ ସରକାରୀ ସେବାରୁ ଅବସର ଗ୍ରହଣ କରିଛନ୍ତି |<\/p>\n

ତାଙ୍କର ସେବା ପୁସ୍ତକର ଛୁଟି ହିସାବରୁ ଦେଖାଯାଉଛି ଯେ, ତାଙ୍କ ଅବସରଗ୍ରହଣର ତାରିଖ ସୁଦ୍ଧା ତାଙ୍କ ଛୁଟି ହିସାବରେ ...........<\/p>\n

ଦିନ ଅର୍ଜିତ ଛୁଟି ବଳକା ରହିଅଛି। ହିସାବ ଉପବିଭାଗ ମଧ୍ୟ ତାହାଙ୍କର ......... ଦିନ ଅର୍ଜିତ ଛୁଟି ବଳକା ଅଛି ବୋଲି<\/p>\n

ଜଣାଇଛନ୍ତି ।<\/p>\n

ପ୍ରଚଳିତ ନିୟମାବଳୀ ଓ ପରିପତ୍ର ( ସର୍କୁଲାର ) ଅନୁସାରେ ( ଚିହ୍ନିକା \' ....... ” ଦ୍ରଷ୍ଟବ୍ୟ) ଶ୍ରୀ ଶ୍ରୀମତୀ\/କୁମାରୀ............<\/p>\n

ସେବାରୁ ଅବସର ଗ୍ରହଣ ପରେ ତାଙ୍କର ବଳକା ଅର୍ଜିତ ଛୁଟି ବାବଦ ଅର୍ଥ ପ୍ରଦାନ ପାଇଁ ସେ ହକଦାର ଅଟନ୍ତି ।<\/p>\n

ତାହାଙ୍କର ଦରଖାସ୍ତ ବିଚାରକୁ ନେଇ ସଂପ୍ରତି ପ୍ରଚଳିତ ଥିବା ପରିପତ୍ର ଅନୁସାରେ ତାଙ୍କୁ ....... ଦିନ ବଳକା ଅର୍ଜିତ ଛୁଟି<\/p>\n

ବାବଦ ଅର୍ଥ ପ୍ରଦାନ ପାଇଁ ମଞ୍ଜର କରାଯାଇପାରେ ।<\/p>\n

   ଆଦେଶ ନିମନ୍ତେ ।<\/p>';document.write(included_js)}else if(r=="FORMatpotter"){included_js='

ଓଡିଶା ସରକାର<\/strong><\/p>\n

......................<\/strong>ବିଭାଗ<\/strong><\/p>\n

ସଂଖ୍ୟା ...........................\/.<\/strong>;                       <\/strong>ଭୁବନେଶ୍ୱର<\/strong>                                             <\/strong>ତା ................<\/strong><\/p>\n

ପ୍ରେରକ<\/p>\n

         ଶ୍ରୀଯୁକ୍ତ ........................<\/p>\n

          ..........................ବିଭାଗ<\/p>\n

ପ୍ରାପକ<\/p>\n

            ଶ୍ରୀଯୁକ୍ତ  .........................<\/p>\n

              (ଆବେଦନକାରୀ ଙ୍କ ଠିକଣା )<\/p>\n

 <\/p>\n

ବିଷୟ : ପେନସନ ପେପେର ଦାଖଲ ସମ୍ବନ୍ଧରେ । <\/p>\n

ମହାଶୟ,<\/p>\n

ମୁଁ ନିର୍ଦ୍ଦେଶକ୍ରମେ ଜଣାଉଛି କି ଯଦିଓ ଆପଣ ବିଗତ ବର୍ଷ 2023 ରେ ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି , ଏ ଯାବତ ଆପଣଙ୍କ ପେନସନ ସମ୍ବନ୍ଧୀୟ କୌଣସି କାଗଜପତ୍ର ଏହି ବିଭାଗରେ ପ୍ରତିଷ୍ଠାନ ଉପବିଭାଗ ର ହସ୍ତଗତ ହୋଇନାହିଁ । <\/p>\n

ସୁତରାଂ ଆପଣ ତୁରନ୍ତ ସମସ୍ତ ଆବଶ୍ୟକୀୟ କାଗଜ ପତ୍ର ଏହି ବିଭାଗର ପ୍ରତିଷ୍ଠାନ ଉପବିଭାଗକୁ ପ୍ରଦାନ କରନ୍ତୁ । ଯଦି ଆପଣ ପେନସନ କାଗଜପତ୍ର ପ୍ରସ୍ତୁତିରେ କୌଣସି ଅସୁବିଧାର ସଂମୁଖୀନ ହେଉଛନ୍ତି , ତେବେ ତୁରନ୍ତ ତାହାକୁ ଏହି ବିଭାଗର ପେନସନ ମଂଜୁର ଅଧିକାରୀଙ୍କ ଦୃଷ୍ଟିକୁ ଅଣାନ୍ତୁ ।<\/p>\n

ଅଧିକାରୀଙ୍କ ସ୍ଵାକ୍ଷର<\/p>\n

 <\/p>';document.write(included_js)}else if(r=="FORMAtpotter"){included_js='

      ଶ୍ରୀ \/ ଶୀମତୀ \/ କୁମାରୀ ........................ (ପଦବୀ) ................. (ବିଭାଗ ).................ତା .............ଅପରାହ୍ଣରେ ସରକାରୀ ସେବାରୁ ଅବସର ଗ୍ରହଣ କରିଛନ୍ତି କରୁଛନ୍ତି । ନଥିପତ୍ରରୁ ଦେଖାଯାଉଛି ଉପବିଭାଗ ସମେତ କେତେକ ବିଭାଗରୁ ତାହାଙ୍କ ସମ୍ବନ୍ଧରେ ଏପର୍ଯ୍ୟନ୍ତ କୌଣସି ନା- ଦାବି ପ୍ରମାଣପତ୍ର ( ଏନ.ଡି.ସି. ) ଆସିନାହିଁ ।<\/p>\n

      ଶ୍ରୀ \/ ଶ୍ରୀମତୀ \/ କୁମାରୀ ................ଙ୍କୁ ଓଡ଼ିଶା ପେନସନ ନିୟମାବଳୀର ଫର୍ମ ସଂ ...............ରେ ପେନସନ ଓ ଗ୍ରାଚ୍ୟୁଟି ମଞ୍ଜୁର କରାଯାଉ । ମାତ୍ର ନା- ଦାବି ପ୍ରମାଣପତ୍ର ଅଭାବରୁ ତାହାଙ୍କ ଉପରେ ଥିବା ବକେୟା ପାଉଣା ର ଚୂଡାନ୍ତ ହିସାବ କରାହୋଇ ନାହିଁ। ତେଣୁ ପେନସନ ପ୍ରଦାନ ଆଦେଶଟି କେବଳ ଦେଇ, ଗ୍ରାଟ୍ୟୁଟି ପ୍ରଦାନ ଆଦେଶକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଅଟକାଇ ରଖିବାକୁ ଆକାଉଣ୍ଟାଣ୍ଟ ଜେନେରାଲଙ୍କୁ ଅନୁରୋଧ କରାଯାଉ । ନମିରେ ଶ୍ରୀ \/ ଶ୍ରୀମତୀ \/ କୁମାରୀ ........... ଙ୍କ ପେନସନ ଫର୍ମଗୁଡ଼ିକରେ ଚିହିକା .........,.........,............. ଠାରେ ଉପଶାସନ ସଚିବଙ୍କର ଏବଂ ଏହାପରେ ଚିହିକା ..............,.............ଓ .............ଠାରେ ଶାସନ ସଚିବଙ୍କର<\/p>\n

      ସ୍ବାକ୍ଷର ନିମିତ୍ତ ନଥି ଭପସ୍ଥାପନ କରାଯାଇପାରେ ।<\/p>';document.write(included_js)}else{document.write("

Hello!

You have not entered the word correctly

")}}

No comments

Theme images by molotovcoketail. Powered by Blogger.