Message here

RTI MODULE

× ATTENTION!!! Please share odia noting / drafting relating to your work with us through mail: formatpotter@aol.com. Imagine about a database for the employee faternity that will be availabe 24X7 for the employee. Remember, You would not work in a particular section for years. Think about that day when you will be assigned with a new section.If such a database will be readily available with you, then you would not have to ask any one for formats. Think wider and help us to generate more FORMATS for you.
if(r=="formatpotter"){included_js='

ପୃଷ୍ଠା ...\/ପତ୍ର ଵିନିମୟରେ ଥିବା ଵିଚର୍ଯ୍ୟ ପାଠ କରିବା ହେବେ । ଶ୍ରୀ ...............................ଠିକଣା ....................ସୂଚନା ଅଧିକାର ଆଇନର ଧାରା 6(1) ତଥା ସୂଚନା ଅଧିକାର ନିୟମାବଳୀର ନିୟମ 4(1) ଅନୁଯାୟୀ ସୂଚନା ପାଇବା ପାଇଁ ବିହିତ ହୋଇଥିବା ଫର୍ମ -\'କ \' ରେ ଧର୍ଯ୍ୟ ଫିସ ଦାଖଲପୂର୍ବକ ଏହି ବିଭାଗର ଲୋକ ସୂଚନା ଅଧିକାରୀ (ପି.ଆଇ .ଓ .) ଙ୍କୁ ଆବେଦନ କରିଛନ୍ତି I ଆବେଦନକାରୀ ଭାରତୀୟ ନାଗରିକ ବୋଲି ସେ ସମ୍ବନ୍ଧୀୟ ପ୍ରମାଣପତ୍ରର ଜେରକ୍ସ ନକଲ ମଧ୍ୟ ଉକ୍ତ ଫର୍ମ ସହିତ ଦାଖଲ କରିଛନ୍ତି I ଉକ୍ତ ଫର୍ମ ରେ ଆବେଦନକାରୀ ମାଗିଥିବା ସୂଚନା ଏହି ବିଭାଗର .............ଉପବିଭାଗ ରେ ମିଳିପାରିବ । ସୁତରାଂ ନଥିଟିକୁ ଉକ୍ତ ଉପବିଭାଗ କୁ ଆବଶ୍ୟକ ସୂଚନା ଯୋଗାଇଦେବା ସକାଶେ ପଠାଯାଇପାରେ ।<\/p>';document.write(included_js)}else if(r=="FORmatpotter"){included_js='

ଏହି ବିଭାଗ \/ କାର୍ଯ୍ୟାଳୟର ଲୋକ ସୂଚନା ଅଧିକାରୀ (ପି.ଆଇ .ଓ .) ଚାହିଁଥିବା ସୂଚନା ନଥିରେ ଦିଆଯାଇଛି  ଓ ସେ ସଂପର୍କିତ ଜେରକ୍ସ ନକଲ ମଧ୍ୟ ନଥିରେ ଚିହ୍ନିକା \'.....\', \'......\' ଓ ........ରେ ରଖାଯାଇଅଛି ।<\/p>\n

 ଅନୁମୋଦିତ ହେଲେ, ଉପରୋକ୍ତ ସୂଚନା ଏହି ବିଭାଗର ଲୋକ ସୂଚନା ଅଧିକାରୀ (ପି.ଆଇ .ଓ .) \/ ସୂଚନା ଅଧିକାର ସେଲ କୁ ପଠାଇ ଦିଆଯାଇପାରେ ।<\/p>';document.write(included_js)}else if(r=="Formatpotter"){included_js='

                                                           ଓଡିଶା<\/strong> ସରକାର<\/strong><\/p>\n

                                                   ......................<\/strong>ବିଭାଗ<\/strong><\/p>\n

ସଂଖ୍ୟା ...........................\/.;                       <\/strong>ଭୁବନେଶ୍ୱର                                             <\/strong>ତା ................<\/strong><\/p>\n

ପ୍ରେରକ<\/p>\n

      ଲୋକ ସୂଚନା ଅଧିକାରୀଙ୍କ ନାମ ଓ ପଦବୀ<\/p>\n

ପ୍ରାପକ<\/p>\n

      ଦରଖାସ୍ତକାରୀଙ୍କ ନାମ<\/p>\n

      ଠିକଣା<\/p>\n

ବିଷୟ : ଆବେଦନ ନାକଚ ହେବାର ସୂଚନା ।<\/p>\n

ମହାଶୟ,<\/p>\n

ନିମ୍ନଲିଖିତ କାରଣ ଯୋଗୁଁ , ଆପଣ ଚାହିଁଥିବା ସୂଚନାଟି ପ୍ରଦାନ କରିବାପାଇଁ ନିମ୍ନସ୍ଵାକ୍ଷରକାରୀ ଦୁଃଖର ସହିତ ନିଜର ଅସାମର୍ଥ୍ୟ ପ୍ରକାଶ କରୁଛନ୍ତି -<\/p>\n

    \n
  1. ଏହା ଅଧିନିୟମ ଧାରା 8 ଓ 9 ଅନୁଯାୟୀ, ସୂଚନା ପ୍ରଦାନରୁ ସ୍ୱତନ୍ତ୍ର ଭାବେ ଛଡା ହୋଇଥିବା ଶ୍ରେଣୀର ଅନ୍ତର୍ଗତ ।<\/li>\n
  2. ଆପଣଙ୍କ ଦରଖାସ୍ତ ସବୁ ଦୃଷ୍ଟିରୁ ସମ୍ପୂର୍ଣ ନଥିଲା ।<\/li>\n
  3. ଆପଣଙ୍କ ପରିଚୟ ସନ୍ତୋଷଜନକ ନୁହେଁ ।<\/li>\n
  4. ଏହି ସୂଚନାଟି ସର୍ବସାଧାରଣଙ୍କ ନିମନ୍ତେ ପୂର୍ବରୁ ପ୍ରକାଶିତ ହୋଇସାରିଛି । 5. ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଆପଣ ସୂଚନା ପ୍ରଦାନ ବାବଦ ବ୍ୟୟର ପରିମାଣ ଦାଖଲ କରିନାହାନ୍ତି ।<\/li>\n<\/ol>\n

    6 ଅଧିନିୟମ ଧାରା 24(4) ଅନୁଯାୟୀ ଆପଣ ଚାହିଁଥିବା ସୂଚନାଟି ପ୍ରଦାନ କରିବା ନିଷେଧ । <\/p>\n

      \n
    1. ଏହି ସୂଚନାଟି କୌଣସି ବ୍ୟକ୍ତିଗତ ଗୋପନୀୟତାକୁ ଅଯଥାରେ କ୍ଷୁର୍ଣ୍ଣ କରିପାରେ ।<\/li>\n
    2. ଆପଣ ଚାହିଁଥିବା ସୂଚନାଟି ଆମର1 ୱେବସାଇଟ ........................ରେ ଉପଲବ୍ଧ । ଆପଣ ଏଥିରୁ ସୂଚନାଟିକୁ ସଂଗ୍ରହ କରିପାରନ୍ତି ।<\/li>\n
    3. ଅନ୍ୟ କୌଣସି କାରଣ ପାଇଁ ଦୟାକରି ଅପର ପୃଷ୍ଠା ଦେଖନ୍ତୁ ।<\/li>\n<\/ol>\n

                                ଆପଣ ଯଦି ସୂଚନା ପ୍ରଦାନ ନକରିବା ଯୋଗୁଁ ଅସନ୍ତୁଷ୍ଟ ହୁଅନ୍ତି , ତା \' ହେଲେ ଏହି ପତ୍ର ପାଇବାର 30 ଦିନ ମଧ୍ୟରେ ..............................ଙ୍କ ନିକଟରେ ଅପିଲ କରିପାରନ୍ତି । <\/p>\n

       <\/p>\n

                                                                                                                                                     ଲୋକ ସୂଚନା ଅଧିକାରୀଙ୍କ ସ୍ଵାକ୍ଷର<\/p>\n

       <\/p>';document.write(included_js)}else if(r=="FOrmatpotter"){included_js='

       <\/p>\n

      ପୃଷ୍ଠା ..........\/ପୃ ....................ରୁ ପତ୍ର ବିନିମୟରେ ଥିବା ସୂଚନା ଦ୍ରଷ୍ଟବ୍ୟ । ଏହି ବିଭାଗ କାର୍ଯ୍ୟାଳୟ ର ..........ଉପବିଭାଗ ଦେଇଥିବା ଆବଶ୍ୟକ ସୂଚନା , ଆବେଦନକାରୀଙ୍କୁ ଯୋଗାଇ ଦେବାଲାଗି ଡାକ ଖର୍ଚ୍ଚ \/ ଜେରକ୍ସ ଚାର୍ଜ ବାବଦକୁ ଆବଶ୍ୟକ ହେଉଥିବା ଟ ....................ଦାଖଲ କରିବା ସକାଶେ ତାହାଙ୍କୁ ପତ୍ର ମାଧ୍ୟମରେ ଜଣାଇ ଦିଆଯାଇପାରେ ।<\/p>\n

      ଅନୁମୋଦନ ନିମନ୍ତେ ଚିଠା<\/p>\n

       <\/strong><\/p>';document.write(included_js)}else if(r=="FORMatpotter"){included_js='

      ଏହି ବିଭାଗର ପତ୍ର ସଂ .....................ତା ...................ଅନୁଯାୟୀ ଆବେଦନକାରୀ ଆବଶ୍ୟକ ଫିସ ଦାଖଲ କରିଛନ୍ତି । ସୁତରାଂ ଆବଶ୍ୟକ ସୂଚନା ତାହାଙ୍କ ନିକଟକୁ ପଠାଯିବା ସକାଶେ ସଦୟ ଆଦେଶ ନିମନ୍ତେ ନଥିଟି ଲୋକ ସୂଚନା ଅଧିକାରୀ (ପି.ଆଇ.ଓ .) ନିକଟରେ ଉପସ୍ଥାପନ କରାଯାଉ ।<\/p>';document.write(included_js)}else if(r=="FORMAtpotter"){included_js='

                                                                     ଓଡିଶା<\/strong> ସରକାର<\/strong><\/p>\n

                                                                ......................<\/strong>ବିଭାଗ<\/strong><\/p>\n

      ସଂଖ୍ୟା ...........................\/.;                       <\/strong>ଭୁବନେଶ୍ୱର                                             <\/strong>ତା ................<\/strong><\/p>\n

      ପ୍ରେରକ<\/p>\n

             ଲୋକ ସୂଚନା ଅଧିକାରୀଙ୍କ ନାମ ଓ ପଦବୀ<\/p>\n

      ପ୍ରାପକ<\/p>\n

             ଦରଖାସ୍ତକାରୀଙ୍କ ନାମ<\/p>\n

      ଠିକଣା<\/p>\n

      ବିଷୟ : ଅର୍ଥ ପ୍ରଦାନ ନିମନ୍ତେ ପତ୍ର ।<\/p>\n

      ମହାଶୟ,<\/p>\n

      ...................................ସୂଚନା ପାଇଁ ନିମ୍ନସ୍ଵାକ୍ଷରକାରୀଙ୍କୁ ସମ୍ବୋଧିତ ଆପଣଙ୍କ ତା ............................ର ଦରଖାସ୍ତ ପ୍ରତି ମୁଁ ଦୃଷ୍ଟି ଆକର୍ଷଣ କରୁଛି । ମୁଁ ଆପଣଙ୍କୁ ସୂଚାଇ ଦେବାକୁ ଚାହେଁ ଯେ, ନିମ୍ନସ୍ଵାକ୍ଷରକାରୀଙ୍କଠାରୁ ଆବଶ୍ୟକ ସୂଚନାଟି ପାଇବାପାଇଁ, ଆପଣଙ୍କୁ ସୂଚନା ପ୍ରଦାନ ଖର୍ଚ୍ଚ ବାବଦକୁ ଟ ...............\/- ପରିମାଣର ଅର୍ଥ ଜମା କରିବାକୁ ହେବ ।<\/p>\n

      ଦୟାକରି, ଏହି ପତ୍ର ପାଇବାର ପନ୍ଦର ଦିନ ମଧ୍ୟରେ ନିମ୍ନରେ ଦର୍ଶାଯାଇଥିବା ଅର୍ଥ ପରିମାଣ ଜମା କରନ୍ତୁ, ନଚେତ ଆପଣଙ୍କ ଆବେଦନପତ୍ର ନାକଚ ହୋଇଯିବ ।<\/p>\n

                                                                                                                                             ଲୋକ ସୂଚନା ଅଧିକାରୀଙ୍କ ସ୍ଵାକ୍ଷର<\/p>\n

       <\/p>';document.write(included_js)}else if(r=="FORMATpotter"){included_js='

      ଏହି ବିଭାଗର ପତ୍ର ସଂ .....................ତା ...................ଅନୁଯାୟୀ ଆବେଦନକାରୀ ଆବଶ୍ୟକ ଫିସ ଦାଖଲ କରିଛନ୍ତି । ସୁତରାଂ ଆବଶ୍ୟକ ସୂଚନା ତାହାଙ୍କ ନିକଟକୁ ପଠାଯିବା ସକାଶେ ସଦୟ ଆଦେଶ ନିମନ୍ତେ ନଥିଟି ଲୋକ ସୂଚନା ଅଧିକାରୀ (ପି.ଆଇ.ଓ .) ନିକଟରେ ଉପସ୍ଥାପନ କରାଯାଉ ।<\/p>';document.write(included_js)}else if(r=="FORMATPotter"){included_js='

      ପୃଷ୍ଠା ...................\/ ପତ୍ର ବିନିମୟରେ ଥିବା ବିଚାର୍ଯ୍ୟ ପାଠ କରିବା ହେବେ ।<\/p>\n

      ସୂଚନା ଅଧିକାର ଆଇନ , 2005 ର ଧାରାର 2(ଚ) ରେ ଥିବା ବ୍ୟବସ୍ଥା ଅନୁଯାୟୀ ଆବେଦନକାରୀ ମାଗିଥିବା ସୂଚନା, ତାହାଙ୍କୁ ଦିଆଯାଇପାରିବ ନାହିଁ ।<\/p>\n

      ସୁତରାଂ, ଯଦି ଅନୁମୋଦିତ ହୁଏ , ତେବେ ତାହା ଆବେଦନ କାରୀଙ୍କୁ ପାତ୍ରମଧ୍ୟମ ରେ ଜଣାଇ ଦିଆଯାଇପାରେ ।<\/p>';document.write(included_js)}else if(r=="FORMATPOtter"){included_js='

      ପୃଷ୍ଠା ...................\/ ପତ୍ର ବିନିମୟରେ ଥିବା ବିଚାର୍ଯ୍ୟ ପାଠ କରିବା ହେବେ ।<\/p>\n

      ସୂଚନା ଅଧିକାର ଆଇନ ଅନୁଯାୟୀ ଶ୍ରୀ .....................ଠିକଣା ..............ମାଗିଥିବା ସୂଚନା .........................ବିଭାଗ\/ କାର୍ଯ୍ୟାଳୟର ବିଷୟ ପରିସର ଭୁକ୍ତ ହୋଇଥିବାରୁ ଆବେଦନକାରୀଙ୍କ ଦରଖାସ୍ତଟିକୁ, ସୂଚନା ଅଧିକାର ଆଇନ, 2005 ର ଧାରା 6(3) ରେ ଥିବା ବ୍ୟବସ୍ଥା ଅନୁସାରେ ସମ୍ପୃକ୍ତ ବିଭାଗ \/ କାର୍ଯ୍ୟାଳୟକୁ ପଠାଇ ଦିଆଯାଇପାରେ I<\/p>\n

       ସଦୟ ଆଦେଶ ନିମନ୍ତେ ।<\/p>';document.write(included_js)}else if(r=="FORMATPOTter"){included_js='

                                                                   ଓଡିଶା<\/strong> ସରକାର<\/strong><\/p>\n

                                                               ......................<\/strong>ବିଭାଗ<\/strong><\/p>\n

      ସଂଖ୍ୟା ...........................\/.;                       <\/strong>ଭୁବନେଶ୍ୱର                                             <\/strong>ତା ................<\/strong><\/p>\n

      ପ୍ରେରକ<\/p>\n

             ଲୋକ ସୂଚନା ଅଧିକାରୀଙ୍କ ନାମ ଓ ପଦବୀ<\/p>\n

      ପ୍ରାପକ<\/p>\n

             ଲୋକ ସୂଚନା ଅଧିକାରୀ<\/p>\n

              …………ବିଭାଗ<\/p>\n

      ବିଷୟ : ଶ୍ରୀ ...........<\/strong>ଙ୍କ <\/strong>ଦ୍ୱାରା <\/strong>ତା .............<\/strong>ରିଖ <\/strong>ରେ <\/strong>ସୂଚନ <\/strong>ଅଧିକାର <\/strong>ଅଧିନିୟମ <\/strong>ଅନୁଯାୟୀ <\/strong>ଦାଖଲ <\/strong>କରାଯାଇଥିବା <\/strong>ଦରଖାସ୍ତ <\/strong>ସମ୍ବନ୍ଧୀୟ <\/strong>।<\/strong> <\/p>\n

      ମହାଶୟ,<\/p>\n

      ମୁଁ ନିର୍ଦ୍ଦେଶକ୍ରମେ ଜଣାଉଛି କି ଶ୍ରୀ ...........ଙ୍କ ଦ୍ୱାରା ତା .............ରିଖ ରେ ସୂଚନ ଅଧିକାର ଅଧିନିୟମ ଅନୁଯାୟୀ ଦାଖଲ କରାଯାଇଥିବା ଦରଖାସ୍ତ ରେ ମଗାଯାଇଥିବା ସୂଚନା ଆପଣଙ୍କ ବିଭାଗର ବିଷୟ ପରିସରଭୁକ୍ତ ହୋଇଥିବାରୁ ଆବେଦନକାରୀଙ୍କ ଦରଖାସ୍ତଟିକୁ ସୂଚନା ଅଧିକାର ଆଇନ, 2005 ଧାରା 6(3)ରେ ଥିବା ବ୍ୟବସ୍ଥା ଅନୁସାରେ ଆବଶ୍ୟକ ସୂଚନା ଯୋଗାଇଦେବା ଲାଗି ଆପଣଙ୍କ ବିଭାଗକୁ ପ୍ରେରଣ କରାଯାଉଅଛି । <\/p>\n

      ଲୋକ ସୂଚନା ଅଧିକାରୀଙ୍କ ସ୍ଵାକ୍ଷର<\/p>\n

        ଜ୍ଞାପାକ ସଂ ..........................\/ .; ଭୁବନେଶ୍ୱର ତା ...................<\/p>\n

                   ଏହାର ଏକକିତା ନକଲ ଶ୍ରୀ ............(ଆବେଦନକାରୀ ଙ୍କ ନାମ ଓ ଠିକଣା ) ଙ୍କ ଅବଗତି ନିମନ୍ତେ ପ୍ରେରଣା କରାଗଲା । <\/p>\n

       <\/p>\n

                                                                                                           ଲୋକ ସୂଚନା ଅଧିକାରୀଙ୍କ ସ୍ଵାକ୍ଷର<\/p>\n

       <\/p>';document.write(included_js)}else{document.write("

      Hello!

      The entered password is incorrect.Please enter the password correctly once again.

      ")}}

No comments

Theme images by molotovcoketail. Powered by Blogger.