Message here

କର୍ମଚାରୀ ଙ୍କ ନିମନ୍ତେ

କର୍ମଚାରୀ ଙ୍କ ନିମନ୍ତେ

.

.

1 / 5
ମୁଖ୍ୟମନ୍ତ୍ରୀ ଙ୍କ ଦଫ୍ତର ରେ କାର୍ଯ୍ୟରତ 27 ଜଣ ଓ ଏସ ଏସ କ୍ୟାଡ଼ର ଅଫିସରଙ୍କୁ ଗୃହ ବିଭାଗ କୁ ହସ୍ତାନ୍ତର କରିଛି ସଂସଦୀୟ ବ୍ୟାପାର ବିଭାଗ ।
2 / 5
ବରିଷ୍ଠ ଓକିଲ ଶ୍ରୀ ପିତାମ୍ବର ଆଚାର୍ଯ୍ୟ ଙ୍କୁ ନୂତନ ଆଡ଼ଭୋକେଟ ଜେନେରାଲ ଭାବରେ ନିଯୁକ୍ତି ।
3 / 5
ଜୁଲାଇ 22 ରୁ ଆରମ୍ଭ ହେବ ଓଡିଶା ବିଧାନସଭା ଅଧିବେଶନ I ଜୁଲାଇ 25 ରେ ବଜେଟ ଉପସ୍ଥାପନା I ଏହି ଅଧିବେଶନ ସେପ୍ଟେମ୍ବର 13 ପର୍ଯ୍ୟନ୍ତ ଚାଲିବ ।
4 / 5
ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ବିକାଶ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗ ଅଧିନସ୍ଥ Eklavya Model Residential School (EMRS) ଏବଂ Kalinga Model Residential Schools (KMRS) ରେ ଷଷ୍ଠ ଶ୍ରେଣୀରେ ଆଡ଼ମିସନ ନିମନ୍ତେ ଆବେଦନ ଗ୍ରହଣ I ଆବେଦନ କରିବାର ଶେଷ ତାରିଖ 25.07.2024 ଅଟେ । `
5 / 5
ଟ୍ରଷ୍ଟି ବ୍ୟାଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା NPS ଅବଦାନର ସମାନ ଦିନ ବିନିଯୋଗ (T + 0) 1 ଜୁଲାଇ 2024 ରୁ କାର୍ଯ୍ୟକାରୀ: PFRDA।

No comments

Theme images by molotovcoketail. Powered by Blogger.