Message here

Typing Lesson 2

 Lesson 2

        ବର୍ତ୍ତମାନ ପର୍ଯ୍ୟନ୍ତ ଆମେ    Home Row     ର 8 ଗୋଟି Key (a,s,d,f /j,k,l and ;) କୁ practice କରିଛନ୍ତି l  ଏବେ Home Row  ରେ ବାକି ଥିବା ଆଉ 2 ଟି letter (g,h)  କୁ ମିଶାଇ ସମ୍ପୂର୍ଣ 10 ଗୋଟି Key  କୁ practice  କରିବା l 

    'g'  ପାଇଁ 'f' ଉପରେ ଥିବା Index finger କୁ ବ୍ୟବହାର କରିବା l ସେହିପରି 'h ' key ପାଇଁ 'j ' ଉପରେ ଥିବା Index finger କୁ ବ୍ୟବହାର କରିବା l 

ବର୍ତ୍ତମାନ ନିମ୍ନରେ  ପ୍ରଦତ୍ତ ଚିତ୍ର କୁ ଅନୁଧ୍ୟାନ କରନ୍ତୁ ଏବଂ practice କରନ୍ତୁ l 



TypeRow
Accuracy
Time(sec)
WPM

No comments

Theme images by molotovcoketail. Powered by Blogger.