Message here

Typing Lesson-1

 ନିର୍ଦ୍ଦେଶାବଳୀ: - 

ଟଚ୍ ଟାଇପିଷ୍ଟ ପାଇଁ କୀବୋର୍ଡର ହୋମ୍ ଧାଡି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ |

Home keys  ଗୁଡିକୁ   ନିମ୍ନ ରେ ଦେଖି ନିଅନ୍ତୁ I 



 ଯେତେବେଳେ ବିଶ୍ରାମ ସମୟରେ ଟାଇପିଷ୍ଟର ଆଙ୍ଗୁଠିଗୁଡ଼ିକ ହାଲୁକା ଭାବରେ ଥାଏ |

     A S D F କି ଗୁଡ଼ିକ ଉପରେ ବାମ ହାତର ଆଙ୍ଗୁଠି |

   J K L  ; ଉପରେ ଡାହାଣ ହାତର ଆଙ୍ଗୁଠି  ଗୁଡିକୁ  ରଖନ୍ତୁ l 

ନିମ୍ନ ରେ ପ୍ରଦତ୍ତ  ଚିତ୍ର ଅନୁଯାୟୀ ନିଜର ଉଭୟ ହାତର ଆଙ୍ଗୁଠି ଗୁଡ଼ିକୁ   Key Board  ରେ ରଖନ୍ତୁ l 



      ଯେପରି Aeroplane କେବଳ airport ରୁ ଉଡି airport ରେ ହିଂ land କରିଥାଏ ସେହିପରି ଆଙ୍ଗୁଠି ଗୁଡିକ ନିଜର Home position ରୁ ଅନ୍ୟତ୍ର Key ଗୁଡିକୁ access କରିଥାଏ କିନ୍ତୁ ଶେଷରେ ନିଜ ସ୍ଥାନ କୁ ଆସିଥାନ୍ତି l 

          ହାତର ବୃଦ୍ଧ ଆଙ୍ଗୁଳି ଦ୍ବୟକୁ  ସର୍ବଦା SPACE BAR ଉପରେ ରଖନ୍ତୁ ଏବଂ words ମଝିରେ  space ଦବl ପାଇଁ ବ୍ୟବହାର କରନ୍ତୁ l 


        ବର୍ତ୍ତମାନ ଚାଲନ୍ତୁ Home Position ର key ଗୁଡିକୁ practice କରିବା l 

TypeRow
Accuracy
Time(sec)
WPM

No comments

Theme images by molotovcoketail. Powered by Blogger.