Message here

NEWS-16.07.2024

NEWS-16.07.2024

.

.

1 / 9
ସିଂହଦ୍ୱାରରେ ପହଞ୍ଚିଲା ବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ।
2 / 9
ବାଂଲାଦେଶ ପ୍ରଧାନମନ୍ତ୍ରୀ ଚୀନକୁ ଦେଲେ ଝଟକା, କହିଲେ-ତିସ୍ତା ପ୍ରକଳ୍ପ ପାଇଁ ଭାରତ ଉପରେ ଅଧିକ ଭରସା ।
3 / 9
ଦର ଦାମ୍ ବୃଦ୍ଧି ଉପରେ ନିୟନ୍ତ୍ରଣ ପାଇଁ କଟକ ଭୁବନେଶ୍ୱର ସମେତ ସବୁ ଜିଲ୍ଲାରେ ଶୀଘ୍ର ଖୋଲିବ ମଣ୍ଡି। କୃଷକମାନେ ମଣ୍ଡିକୁ ଆଣିବେ ଉତ୍ପାଦନ ସାମଗ୍ରୀ। ଆଉ ସେଠାରୁ ହିଁ ହେବ ବିକ୍ରି।
4 / 9
ଜେଲରେ ବନ୍ଦୀ ଇମ୍ରାନ ଖାନଙ୍କ ସମସ୍ୟା ଅନ୍ତ ହେବାର ନାଁ ନେଉନି। ଏବେ ଇମ୍ରାନଙ୍କ ପାର୍ଟି ପାକିସ୍ତାନ ତେହରିକ-ଏ-ଇନସାଫ (ପିଟିଆଇ) ଉପରେ ଦେଶ ବିରୋଧୀ ଗତିବିଦ୍ଧି ଲାଗି ପାକିସ୍ତାନ ସରକାର ପ୍ରତିବନ୍ଧକ ଜାରି କରିବାକୁ ବିଚାର କରୁଛନ୍ତି।
5 / 9
ଗୁଳିକାଣ୍ଡ ପରେ ଟ୍ରମ୍ପ ମାଲାମାଲ, ଗୋଟିଏ ଦିନରେ ସେୟାରରୁ ଆୟ କଲେ ୨ ବିଲିୟନ ଡଲାର ।
6 / 9
ଡୋନାଲ୍ଡ ଟ୍ରମ୍ପ ହେଲେ ରାଷ୍ଟ୍ରପତି ପ୍ରାର୍ଥୀ ; ରିପବ୍ଲିକାନ୍ କନଭେନସନରେ ଦଳ ପକ୍ଷରୁ ଘୋଷଣା, ସିନେଟର ଜେଡି ବେସ୍ ଉପରାଷ୍ଟ୍ରପତି ପ୍ରାର୍ଥୀ
7 / 9
ସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତରଙ୍କ ଘରୋଇ ଚିକିତ୍ସା ଉପରେ ସମ୍ପୂର୍ଣ୍ଣ କଟକଣା ଜାରି ପ୍ରସଙ୍ଗ ନେଇ ଦାୟର ଜନସ୍ବାର୍ଥ ମାମଲାରେ ଜବାବ ଦାଖଲ ପାଇଁ ସରକାର ପୁଣି ସମୟ ଲୋଡ଼ିଛନ୍ତି।
8 / 9
୨୦୨୪-୨୫ ଶିକ୍ଷାବର୍ଷରେ ଯୁକ୍ତ୩ ନାମଲେଖା ପାଇଁ ମଙ୍ଗଳବାର ଅପରାହ୍ନ ୪ଟାରେ ତୃତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ ।
9 / 9
ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ପକ୍ଷରୁ ଋଣ ସୁଧରେ ବୃଦ୍ଧି ଘୋଷଣା କରାଯାଇଛି। ବ୍ୟାଙ୍କ ଏହାର ଏମ୍‌ସିଏଲ୍‌ଆର୍‌ରେ ୦.୧୦ ପ୍ରତିଶତ ବୃଦ୍ଧି କରାଯାଇଛି।

No comments

Theme images by molotovcoketail. Powered by Blogger.