Message here

NEWS-18.07.2024

NEWS-18.07.2024

.

.

1 / 10
ଅରିନ୍ଦମ ଡାକୁଆ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ, ଅନୁପମ ଶାହ ଅତିରିକ୍ତ ସଚିବ I
2 / 10
ଓମାନର ମଝି ସମୁଦ୍ରରେ ଜାହାଜ ବୁଡ଼ିବା ଘଟଣା, ୯ ଜଣ ଉଦ୍ଧାର
3 / 10
ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷପ ପରେ ଗାଁରେ ପହଞ୍ଚିଲା ମୁମ୍ବାଇରେ କାର୍ଯ୍ୟ କରୁଥିବା ଓଡ଼ିଆ ଶ୍ରମିକଙ୍କ ମୃତଦେହ।
4 / 10
ଦୁବାଇରେ ୬୦ ଡିଗ୍ରି ପାର ହେଲା ପାରଦ ।
5 / 10
ଝାଡ଼ଖଣ୍ଡରେ ପୁଣି ରାଜନୈତିକ ହଲଚଲ୍, ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ।
6 / 10
ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ; ହୋଇପାରେ କୃଷି ସମ୍ପର୍କିତ ବଡ଼ ଘୋଷଣା !
7 / 10
କର୍ଣ୍ଣାଟକ କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି: ଘରୋଇ କମ୍ପାନୀ ନିଯୁକ୍ତିରେ ୭୫% ସଂରକ୍ଷଣ ।
8 / 10
ରାଜ୍ୟ ଯୋଜନା ବୋର୍ଡ ଭଙ୍ଗ କଲେ ମୁଖ୍ୟମନ୍ତ୍ରୀ ।
9 / 10
କଳାହାଣ୍ଡି ଜିଲାର ଲାଇଫ୍‌ଲାଇନ (ଜୀବନରେଖା) କୁହାଯାଉଥିବା ଇନ୍ଦ୍ରାବତୀ ଜଳଭଣ୍ଡାର ଜଳସ୍ତର ସର୍ବନିମ୍ନ ସ୍ତରରେ ରହି ସର୍ବକାଳୀନ ରେକର୍ଡ ଭାଙ୍ଗିଛି ।
10/ 10
ଆସନ୍ତା ୫ ଦିନ ପାଇଁ ରାଜ୍ୟରେ ପ୍ରବଳ ବର୍ଷା ହେବ I ଗଜପତି, ଗଞ୍ଜାମ, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, କୋରାପୁଟ ଏବଂ ମାଲକାନଗିରି ଜିଲାକୁ ସତର୍କ ସୂଚନା ଜାରି କରାଯାଇଛି ।

No comments

Theme images by molotovcoketail. Powered by Blogger.