Message here

News 03.08.2024

News 03.08.2024

ଓଡ଼ିଶାରେ ସାମଗ୍ରୀ ଓ ସେବା କର-ଜିଏସଟି ସଂଗ୍ରହ ୨୪.୯୮% ବୃଦ୍ଧି।
ଓ୍ବାୟନାଡ: ତାଣ୍ଡବର ଚାରି ଦିନ ପରେ ୪ ଜୀବନ୍ତ ଉଦ୍ଧାର,୩୦୮ ମୃତ୍ୟୁ,୨୦୦ରୁ ଅଧିକ ନିଖୋଜ।
ମୟୂରଭଞ୍ଜରେ ମାଟ୍ରିକ ପରୀକ୍ଷାରେ ଅଧିକ ସଫଳତା ପାଇଁ ଜିଲ୍ଲା ପ୍ରଶାସନ ଏକ ଅଭିନବ ପ୍ରୟାସ: ମେଧାବୀ ମୟୂରଭଞ୍ଜ।
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପର୍ବତାରୋହୀ ବିଭାରାଣୀ, ମାଉଣ୍ଟ ଏଲ୍‌ବ୍ରସ୍‌ ଆରୋହଣ ପାଇଁ ଶୁଭକାମନା ଜଣାଇଲେ ମୁଖ୍ୟମନ୍ତ୍ରୀ।
ଅଲିମ୍ପିକ୍ସରେ ହ୍ୟାଟ୍ରିକ୍‌ ମେଡାଲ ଆଣିବେ ମନୁ ! ପୁଣି ୨୫ ମିଟର ଏୟାର ପିସ୍ତଲ ଫାଇନାଲରେ କଲେ ପ୍ରବେଶ।
୫୨ ବର୍ଷ ପରେ ଅଲିମ୍ପିକ୍ସରେ ଅଷ୍ଟ୍ରେଲିଆକୁ ହରାଇ ଇତିହାସ ରଚିଲା ଭାରତୀୟ ପୁରୁଷ ହକି ଟିମ।
ପ୍ୟାରିସ୍ ଅଲିମ୍ପିକ୍ସରେ ଇତିହାସ ରଚିଲେ ଲକ୍ଷ୍ୟ ସେନ୍, ସେମିଫାଇନାଲରେ ପହଞ୍ଚିବାରେ ଭାରତର ପ୍ରଥମ ପୁରୁଷ ସଟ୍‌ଲର୍‌​ ।
କଲମ୍ବୋ: ଭାରତ -ଶ୍ରୀଲଙ୍କା ପ୍ରଥମ ଦିନିକିଆ ଟାଇରେ ଶେଷ।
ହିମାଚଳ, ଉତ୍ତରାଖଣ୍ଡରେ ବର୍ଷା ବିତ୍ପାତ,୩୩ ମୃତ, ସେନା ମୁତୟନ, କେଦାରନାଥ ଯାତ୍ରା ସ୍ଥଗିତ।

No comments

Theme images by molotovcoketail. Powered by Blogger.