Message here

News 07.08.2024

News 07.08.2024

ଅଲିମ୍ପିକ୍ସ ଜାଭେଲିନ୍‌ ଥ୍ରୋ ଫାଇନାଲରେ ନୀରଜ ଚୋପ୍ରା, ପ୍ରଥମ ଥ୍ରୋରେ ୮୯.୩୪ ମିଟର ପକାଇଲେ ନୀରଜ।
ସେନା ଯବାନଙ୍କ ପାଇଁ ସ୍ବତନ୍ତ୍ର ଜୋତା ପ୍ରସ୍ତୁତ କଲା ଆଇଆଇଟି ଇନ୍ଦୋର, ପ୍ରତି ପାଦରେ ହେବ ବିଦ୍ୟୁତ ଉତ୍ପନ୍ନ।
ଆଜି ଦଶମ ଜାତୀୟ ହସ୍ତତନ୍ତ ଦିବସ, ସନ୍ଥ କବୀର ଓ ଜାତୀୟ ହସ୍ତତନ୍ତ ପୁରସ୍କାର ପ୍ରଦାନ କରିବେ ଉପରାଷ୍ଟ୍ରପତି।
-BSNL 4G ସେବାକୁ ନେଇ ବଡ଼ ଖବର, ୧୫ ହଜାରରୁ ଅଧିକ ଟାୱାର ହେଲା ଲାଇଭ୍।
କୁସ୍ତି ଫାଇନାଲ୍‌ରେ ପହଞ୍ଚି ପଦକ ନିଶ୍ଚିତ କଲେ ଭିନେଶ ଫୋଗାଟ।
ମୁଖ୍ୟମନ୍ତ୍ରୀଙ୍କ ସହିତ ନୀତି ଆୟୋଗ ସି.ଇ.ଓଙ୍କ ଆଲୋଚନା । ବିକଶିତ ଓଡିଶା ପାଇଁ ଭିଜନ ଡକ୍ୟୁମେଣ୍ଟ-୨୦୩୬ ଏବଂ ଭିଜନ ଡକ୍ୟୁମେଣ୍ଟ-୨୦୪୭ କରାଯିବ ପ୍ରସ୍ତୁତ।
କଳିଙ୍ଗ ଷ୍ଟାଡିୟମରେ ଜାତୀୟ ସନ୍ତରଣ ପ୍ରତିଯୋଗିତା ଉଦ୍‌ଘାଟିତ।
ଟ୍ରାପ୍ ଲାଇନ୍ ପ୍ରଭାବରେ ରାଜ୍ୟରେ ଆହୁରି ୩ ଦିନ ବର୍ଷିବ । ଆଜି ପ୍ରବଳ ବର୍ଷା ନେଇ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି।
ନିର୍ବାଚନ ସତ୍ୟପାଠରେ ସମ୍ପତ୍ତି ଭୁଲ ଦର୍ଶାଇଥିବା ମାମଲାରେ ବିଧାୟକ ଅରୁଣ ସାହୁଙ୍କୁ ହାଇକୋର୍ଟଙ୍କ ନୋଟିସ।
ଅଶାନ୍ତ ବାଂଲାଦେଶ – ନେପାଳ ଦୂତାବାସ ଜାରିକଲା ସତର୍କ ସୂଚନା।

No comments

Theme images by molotovcoketail. Powered by Blogger.