Message here

NEWS-22.07.2024

NEWS-22.07.2024

.

.

1 / 14
ଆଜିଠୁ ମୋହନ ସରକାରଙ୍କ ପ୍ରଥମ ବିଧାନସଭା ଅଧିବେଶନ, ବିରୋଧୀ ଦଳ ନେତା ଭୂମିକାରେ ନଜର ଆସିବେ ନବୀନ ।
2 /14
୨୪ ଘଂଟା ପରେ ବଦଳିଲା କ୍ରୀଡା ପୁରସ୍କାର ନାଁକୁ ନେଇ ନିଷ୍ପତ୍ତି, ସ୍ପଷ୍ଟ କଲେ ମୁଖ୍ୟମନ୍ତ୍ରୀ, ଜାରି ରହିବ ବିଜୁ କ୍ରୀଡ଼ା ପୁରସ୍କାର।
3 / 14
ଆଜି ଶ୍ରାବଣ ମାସର ପ୍ରଥମ ସୋମବାର, ବାବା ଧବଳେଶ୍ଵରଙ୍କ ପୀଠରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
4 / 14
ସ୍କୁଲ ବସ୍ ଗୁଡିକର ଅଗ୍ନି ନିରାପତ୍ତାକୁ ଗୁରୁତ୍ୱ । ଯାଂଚ ହେବ ସମସ୍ତ ସ୍କୁଲ ବସର ଅଗ୍ନି ନିରାପତ୍ତା ବ୍ୟବସ୍ଥା।
5 / 14
ଭାଙ୍ଗିଲା ଓଡ଼ିଶା ପିସିସି, ରାମଚନ୍ଦ୍ର କାଡାମ ହେଲେ କଂଗ୍ରେସ ବିଧାୟକ ଦଳ ନେତା।
6 / 14
ବିନା ପ୍ରତିଦ୍ୱନ୍ଦିତାରେ FAO(Football Association of Odisha)ର ସଭାପତି ହେଲେ ସମୀର ଦେ ।
7 / 14
ରାଜ୍ୟରେ ଲାଗୁ ହେଲା ‘ପିଏମ୍ ଶ୍ରୀ ସ୍କୁଲ୍ ଯୋଜନା’।ରାଜ୍ୟର ପାଖାପାଖି ୮୦୦ଟି ସ୍କୁଲ ପିଏମ ଶ୍ରୀ ସ୍କୁଲରେ ବିକଶିତ ହେବାର ଯୋଜନା ରହିଛି ।
8 / 14
ଉପରମୁଣ୍ଡରେ ନାହିଁ ବର୍ଷା, ହୀରାକୁଦରେ ୧୦ ଫୁଟ୍ କମ ପାଣି ।
9 / 14
ଭୁବନେଶ୍ୱର:ଆଜି ୧୦ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା। ପଶ୍ଚିମରେ ପ୍ରବଳ ବର୍ଷିଲା ଲଘୁଚାପ ।
10/ 14
ଏଏସଓ ବୈକୁଣ୍ଠ ପ୍ରଧାନଙ୍କୁ ମାଡ ଘଟଣାରେ ରାଜଭବନ ସାମ୍ନାରେ ବିଜେଡିର ଯୁବ ଛାତ୍ର ସଙ୍ଗଠନର ବିକ୍ଷୋଭ । କହିଲେ, ରାଜ୍ୟପାଳଙ୍କ ପୁଅକୁ ଗିରଫ କରାନଗଲେ ଆହୁରି ତୀବ୍ରତର ହେବ ଆନ୍ଦୋଳନ ।
11 / 14
ନୂଆ ଦିଲ୍ଲୀ:ଅର୍ଥମନ୍ତ୍ରୀ ଆଜି ସଂସଦରେ ଉପସ୍ଥାପନ କରିବେ ‘ଇକୋନମିକ ସର୍ଭେ ରିପୋର୍ଟ-୨୦୨୩-୨୪’।
12 / 14
ବିଶ୍ୱ ମହାକାଶ ସମ୍ମାନରେ ସମ୍ମାନିତ ହେବ ଚନ୍ଦ୍ରଯାନ-୩, ଅକ୍ଟୋବର ୧୪ରେ ମିଳିବ ପୁରସ୍କାର।
13 / 14
ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ନାଟକୀୟ ମୋଡ଼, ଲଢିବେନି ଜୋ ବାଇଡେନ।
14/ 14
ନେପାଳରେ ଓଲି ସରକାର ଜିତିଲେ ଆସ୍ଥା ଭୋଟ।

No comments

Theme images by molotovcoketail. Powered by Blogger.