Message here

NEWS-25.07.2024

NEWS-25.07.2024

.

.

1 / 8
ଆଜି ଆସିବ ରାଜ୍ୟ ବଜେଟ୍, ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ
2 /8
ମୌସୁମୀ ସକ୍ରିୟ : ରାଜ୍ୟରେ ଆଉ ୫ ଦିନ ଲାଗି ରହିବ ବର୍ଷା !
3 / 8
ଓଡିଶା ପାଇଁ ୧୦ ହଜାର ୫୮୬ କୋଟିର ରେଳ ଅନୁଦାନ । ପ୍ରେସମିଟ କରି ସୂଚନା ଦେଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।
4 / 8
ଘୋଷଣା ହେଲା ଉପ-ବାଚସ୍ପତିଙ୍କ ନାଁ । ଭବାନୀ ଶଙ୍କର ଭୋଇ ହେଲେ ଉପ-ବାଚସ୍ପତି । ବାଚସ୍ପତି ସୁରମା ପାଢୀ କଲେ ନାଁ ଘୋଷଣା ।
5 /8
ବଜେଟ୍ ପୂର୍ବରୁ ଆସିଲା ଅର୍ଥନୈତିକ ସର୍ଭେ ରିପୋର୍ଟ, ଓଡିଶା ଅର୍ଥନୀତି ୮.୫ ପ୍ରତିଶତ ଅଭିବୃଦ୍ଧି ହାସଲ ଆକଳନ ।
6 / 8
ବିହାର ବିଧାନସଭାରେ ଆଣ୍ଟି ପେପର ଲିକ୍‌ ବିଲ୍‌ ପାରିତ, ମିଳିଲା ସର୍ବାଧିକ ସମର୍ଥନ ।
7 / 8
ଅଗ୍ନିବୀରଙ୍କୁ ସଂରକ୍ଷଣ ସହିତ ବୟସ ସୀମା ଏବଂ ଶାରୀରିକ ପରୀକ୍ଷଣରୁ ମୁକ୍ତି: କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ।
8 / 8
ଭାରତୀୟ ମହିଳା କ୍ରିକେଟ ଦଳ ଶ୍ରୀଲଙ୍କାରେ ଜାରି ରହିଥିବା ଏସିଆ କପ୍-୨୦୨୪ରେ ଚମତ୍କାର ପ୍ରଦର୍ଶନ ଜାରି ରଖିଛି। ଟିମ୍ ଇଣ୍ଡିଆ ଏସିଆ କପ୍‌ର ସେମିଫାଇନାଲରେ ପ୍ରବେଶ କରିଛି ।

No comments

Theme images by molotovcoketail. Powered by Blogger.