Message here

NEWS-26.07.2024

NEWS-26.07.2024

.

.

1 / 8
ଆଜି ବିଶ୍ୱ କ୍ରୀଡ଼ା ମହାକୁମ୍ଭର ବାଜିବ ବିଗୁଲ୍। ମହାସମାରୋହରେ ଅନୁଷ୍ଠିତ ହେବ ପ୍ୟାରିସ ଅଲିମ୍ପିକ୍ସର ଉଦଘାଟନୀ ସମାରୋହ। ଏହା ପୂର୍ବରୁ ଅଲିମ୍ପିକ୍ସ ରିଙ୍ଗ୍ ଏବଂ ଚିକମିକ୍ ଆଲୋକରେ ଝଲସିଛି ପ୍ୟାରିସର ବିଶ୍ୱ ପ୍ରସିଦ୍ଧ ଆଇଫିଲ୍ ଟାୱାର୍।
2 /8
ବିଧାନସଭାରେ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ବଜେଟ୍ ୨୦୨୪-୨୫ ଆଗତ କରିଛନ୍ତି। ମୋଟ୍ ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରାଯାଇଛି। ୨୦୨୩-୨୪ ତୁଳନାରେ ବଜେଟ୍‌ ପରିମାଣ ୧୫ ପ୍ରତିଶତ ଅଧିକ ରହିଛି। ଏଥର ବଜେଟ୍‌ରେ କୃଷି କ୍ଷେତ୍ରକୁ ଅଧିକ ଗୁରୁତ୍ଵ ଦିଆଯାଇଛି ଏବଂ ବଜେଟ୍ ଆକାର ମଧ୍ୟ ବଢିଛି।
3 / 8
ବଦଳିଲା ରାଷ୍ଟ୍ରପତି ଭବନରେ ଥିବା ଦୁଇଟି ଗୁରୁତ୍ୱପୂର୍ଣ୍ଣ ନାଁ । ଦରବାର ହଲ ହେଲା ଗଣତନ୍ତ୍ର ମଣ୍ଡପ ଓ ଅଶୋକ ହଲର ନାଁ ହେଲା ଅଶୋକ ମଣ୍ଡପ ।
4 / 8
ଆମେରିକା ଭାରତ ଭ୍ରମଣରେ ଯାଉଥିବା ନିଜ ନାଗରିକଙ୍କୁ ମଣିପୁର ଓ ଜମ୍ମୁ କଶ୍ମୀର ସହିତ ଭାରତ-ପାକ ସୀମାନ୍ତବର୍ତ୍ତୀ ଅଂଚଳ ଓ ଦେଶର ମଧ୍ୟ ଏବଂ ପୂର୍ବଭାଗକୁ ଯାତ୍ରା ନ କରିବାକୁ ପରାମର୍ଶ ଦେଇଛି।
5 /8
ଖଣିଜ ସମ୍ପଦ ସମୃଦ୍ଧ ରାଜ୍ୟଗୁଡିକୁ ସର୍ବୋଚ୍ଚ କୋର୍ଟରୁ ମିଳିଲା ବଡ ଅଧିକାର । ରାଜ୍ୟରେ ଥିବା ପ୍ରାକୃତିକ ସମ୍ପଦ ଉପରେ ଟିକସ୍ ଆଦାୟ କରିବା ରାଜ୍ୟ ସରକାରଙ୍କ ଅଧିକାର କ୍ଷେତ୍ର ।
6 / 8
ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା, BSKY ଏବେ 'ଗୋପବନ୍ଧୁ ଜନ ଆରୋଗ୍ୟ' ।
7 / 8
୨୮ରେ ଖୋଲିବ ହୀରାକୁଦ ଗେଟ୍‌ ; ନିଷ୍କାସନ ହେବ ପ୍ରଥମ ବନ୍ୟାଜଳ ।
8 / 8
IAS ପୂଜା ଖେଡକର ବିବାଦ ପରେ UPSCର ବଡ଼ କାର୍ଯ୍ୟାନୁଷ୍ଠାନ, ବଦଳାଇବେ ପରୀକ୍ଷା ପାଟର୍ଣ୍ଣ ।

No comments

Theme images by molotovcoketail. Powered by Blogger.