Message here

News 28.07.2024

News 28.07.2024

୨୦୪୭ ସୁଦ୍ଧା ବିକଶିତ ଭାରତ ପ୍ରତ୍ୟେକ ଭାରତୀୟଙ୍କର ଆକାଂକ୍ଷା – ପ୍ରଧାନମନ୍ତ୍ରୀ ।
କଂଗ୍ରେସର ନୂଆ ମୁଖ୍ୟାଳୟ ‘ଇନ୍ଦିରା ଭବନ’ର ନିର୍ମାଣ ଶେଷ, ଅଗଷ୍ଟ ୧୫ରେ ହୋଇପାରେ ଉଦଘାଟନ ।
ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ପରୀକ୍ଷା ହେବ ଦୂରଗାମୀ କ୍ଷେପଣାସ୍ତ୍ର, ସମୁଦ୍ରରେ ନ ରହିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ।
ଭାରତୀୟ ହକି ଦଳ ଦମଦାର ପ୍ରଦର୍ଶନ କରି ବିଜୟରୁ ପ୍ୟାରିସ ଅଲିମ୍ପିକ୍ସର ଅଭିଯାନ ଆରମ୍ଭ କରିଛି। ଭାରତୀୟ ଦଳ ପ୍ରତିପକ୍ଷ ନ୍ୟୁଜିଲାଣ୍ଡକୁ ରୋମାଞ୍ଚକର ମୁକାବିଲାରେ ୩-୨ରେ ମାତ୍ ଦେଇଛି।
ବଙ୍ଗୋପସାଗରରେ ଜୁଲାଇ ୩୧ରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ । ନେଇପାରେ ଲଘୁଚାପର ରୂପ, କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ।
ଅଯୋଧ୍ୟାସ୍ଥିତ ରାମ ମନ୍ଦିରରେ ବିରାଜମାନ ରାମ ଲଲାଙ୍କ ମୂର୍ତ୍ତି ଉପରେ ପ୍ରଥମ ଥର ଏକ ଅନ୍ୟ ଦେଶ ଡାକଟିକେଟ୍ ଜାରି କରିଛି। ଦକ୍ଷିଣ-ପୂର୍ବ ଏସିୟ ଦେଶ ଲାଓସ୍ ପିଡିଆର(Lao People's Democratic Republic) ଶନିବାର ରାମ ଲଲାଙ୍କ ଉପରେ ଡାକଟିକେଟ୍ ଜାରି କରିଛି।ତ୍ରୀ

No comments

Theme images by molotovcoketail. Powered by Blogger.