Message here

Odia News 02.09.2024

ପ୍ୟାରିସ ପରାଅଲମ୍ପିକସ ରେ ପ୍ରୀତି ପାଲ ଙ୍କୁ ଦ୍ଵିତୀୟ ବ୍ରୋଞ୍ଜ ଓ ନିସଦ କୁମାରଙ୍କୁ ରୌପ୍ୟ ।
ଦୁଷ୍କର୍ମ ମାମଲାରେ ତ୍ୱରିତ ନ୍ୟାୟ ସୁନିଶ୍ଚିତ ହେଉ : ରାଷ୍ଟ୍ରପତି ।
ବାଂଲାଦେଶରେ ସଂଖ୍ୟା ଲଘୁଙ୍କୁ ଟାର୍ଗେଟ, ଇସ୍ତଫା ଦେଲେଣି 49 ହିନ୍ଦୁ ଶିକ୍ଷକ ।
ତେଜିଲା ରେଭେନ୍ସା ନମପାରିବର୍ତ୍ତନ ବିବାଦ, କେନ୍ଦ୍ର ମନ୍ତ୍ରୀ ଙ୍କ କୁଶପୁତ୍ତଳିକା ଦାହ ।
ନନ୍ଦନକାନନ କୁ କୋଲକାତା ଅଲିପୁର ଚିଡିଆଖାନାରୁ ଦୁଇ ଜିରାଫ ଅଣାଗଲା ।
ପୁରୀ:ବିକ୍ରି ହେବନି ବାସି ଅବଢ଼ା; ନଜର ରଖିବେ ଅବସରପ୍ରାପ୍ତ ସେନା ନିବୃତ କର୍ମଚାରୀ।
ପୁରୀ​ ଜିଲ୍ଲାରେ ବାର୍ଡ଼ ଫ୍ଲୁ ର ସ୍ତିତି ଗୁରୁତର, ଚିହ୍ନଟ ପୂର୍ବରୁ ବିକ୍ରି ହେଲା 6 ଲକ୍ଷ କୁକୁଡ଼ା ।
ଯାଞ୍ଚ ହେବ ଗଣେଶ ମୂର୍ତ୍ତି, ବିକୃତ ଥିଲେ ବନ୍ଧା ହେବେ କାରିଗର ।
ଆୟ ଠାରୁ ଅଧିକ ସମ୍ପତି ହେତୁ ବ୍ରହ୍ମପୁର ବିଇଓ ସୀତାରାମ ପାତ୍ର ଗିରଫ
ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନାରେ ବନ୍ୟା, 12 ମୃତ୍ୟୁ ।
ଝାରପଡ଼ା ଜେଲରେ ଗୁଣ୍ଡାଗର୍ଦ୍ଦି ,ଜେଲ୍ ଭିତରେ କଣ ଚାଲିଛି ସେନେଇ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଏଡିଜି।
ନାଗପୁରରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ଫ୍ଲାଇଟ୍ । ବିମାନ ବାଥରୁମରେ ବୋମା ବିସ୍ଫୋରଣ ଲେଖା ଥିବା କାଗଜ ମିଳିବା ପରେ ରୁଟ୍ ପରିବର୍ତ୍ତନ କଲା ବିମାନ।
ଚିକେନ୍ ଛାଡ଼ି ମାଛ ଦୋକାନ ମୁହାଁ ଗ୍ରାହକ, ମାଛ ରେଟ୍ ୩୦୦ ଉପରେ।
କାଶିପୁର ବ୍ଲକର କନିଷ୍ଠ ଯନ୍ତ୍ରୀ ଗିରଫ, ଆୟ ବହିର୍ଭୁତ ସଂପତ୍ତି ଠାବ ପରେ ଗିରଫ କଲା ଭିଜିଲାନ୍ସ।

No comments

Theme images by molotovcoketail. Powered by Blogger.