Message here

Odia News 03.09.2024

Odia News 03.09.2024

ଓଡ଼ିଶାରେ କୌଣସି ସ୍ଥାନରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ସମ୍ଭାବନା ନାହିଁ : ମୁଖ୍ୟମନ୍ତ୍ରୀ।
୨୦୨୩-୨୪ ବର୍ଷରେ ପାନ ମସଲା ଓ ଗୁଟୁଖାରୁ ଆଦାୟ ହୋଇଛି ୧୦୧୨ କୋଟି ରାଜସ୍ବ।
ରାଜ୍ୟରେ ମୋଟ ୨,୦୫,୨୨୮ ମଞ୍ଜୁରି ପ୍ରାପ୍ତ ସରକାରୀ ପଦ ଖାଲି ପଡିଛି।
ଉନ୍ମୋଚିତ ହେଲା ‘ସୁଭଦ୍ରା’ ଯୋଜନାର ୱେବ ପୋର୍ଟାଲ, ଉନ୍ମୋଚନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା www. subhadra.odisha.gov.in
୧୭ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଜନତା ମଇଦାନରେ ବାଣ୍ଟିବେ ସୁଭଦ୍ରା ଟଙ୍କା।
ବାଂଲାଦେଶର ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପାଇଁ ପ୍ରକ୍ରିିୟା ଆରମ୍ଭ – ମୁଖ୍ୟମନ୍ତ୍ରୀ
ରାଜ୍ୟରେ ୩ ବର୍ଷରେ ୨୬୩ ଛାତ୍ରୀ ଆତ୍ମହତ୍ୟା କରିଥିବା ବେଳେ ୨୧୮ ଛାତ୍ର ଆତ୍ମହତ୍ୟା କରିଛନ୍ତି : ରିପୋର୍ଟ
ଖଣି ଉପନିର୍ଦ୍ଦେଶକ, ଧରଣୀଧର ନାୟକଙ୍କ ଅମାପ ସମ୍ପତ୍ତି, ନଗଦ ୧୦ ଲକ୍ଷ ଟଙ୍କା ସହ ୯ଟି ପ୍ଲଟ୍ ଠାବ।
ବାର୍ଡ ଫ୍ଲୁ ଚିହ୍ନଟ ପରେ ଚାଲିଛି କୁକୁଡା କଲିଂ, ଆଖି ଆଗରେ କୁକୁଡ଼ା ମରା ଦେଖି ହତାଶ ଚାଷୀ।
କୃଷକଙ୍କ ପାଇଁ ୭ ଯୋଜନା, ଜୀବନ ଜୀବିକାରେ ସୁଧାର ପାଇଁ କ୍ୟାବିନେଟରେ ୧୩,୯୬୬କୋଟି ମଞ୍ଜୁର।
ଜମ୍ମୁ-କଶ୍ମୀରର ମାତା ବୈଷ୍ଣୋ ଦେବୀ ଭବନ ମାର୍ଗରେ ହେଲିପ୍ୟାଡ୍ ନିକଟରେ ଭୂସ୍ଖଳନ,୨ ମୃତ।
ୱେବସିରିଜ ଆଇସି ୮୧୪ ପ୍ରସାରଣକୁ ନେଇ ଅଡୁଆରେ ନେଟଫ୍ଲିକ୍ସ । ସମନ ଜାରି କରି ଜବାବ ମାଗିଲା କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରଣାଳୟ।
ପଶ୍ଚିମବଙ୍ଗ ବିଧାନସଭାର ଦୁଇଦିନିଆ ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ । ଦୁଷ୍କର୍ମକାରୀଙ୍କୁ ୧୦ ଦିନରେ ଫାଶୀଦଣ୍ଡ ନେଇ ଆସିବ ନୂଆ ବିଲ।
ଆନ୍ଧ୍ରପ୍ରଦେଶ-ତେଲେଙ୍ଗାନାରେ ତାଣ୍ଡବ ରଚିଲା ବନ୍ୟା: ସ୍କୁଲ-କଲେଜ ବନ୍ଦ, ଶତାଧିକ ଟ୍ରେନ୍‌ ଚଳାଚଳ ବାତିଲ।

No comments

Theme images by molotovcoketail. Powered by Blogger.