Message here

Odia News 05.09.2024

Odia News 05.09.2024

ସୁଭଦ୍ରା ଫର୍ମ ଦାଖଲ କରିବାର କୌଣସି ଶେଷ ତାରିଖ ନାହିଁ।୧୭ ତାରିଖ ପରେ ପଞ୍ଜିକରଣ କଲେ ମଧ୍ୟ ହିତାଧିକାରୀମାନେ ଟଙ୍କା ପାଇପାରିବେ।
ଜିଲ୍ଲା ବୁଲିବେ ସଚିବ, ଗସ୍ତ କାଳରେ ଆହାର କେନ୍ଦ୍ର, ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନର ମାନ ପରଖିବେ।
ନୂଆ ରାସନକାର୍ଡ ପାଇଁ ଏବେ ସୁଦ୍ଧା ୯ଲକ୍ଷ ଆବେଦନ କରିଛନ୍ତି,ସେପ୍ଟେମ୍ବର ସୁଦ୍ଧା ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ଦିଆଯିବ: ମନ୍ତ୍ରୀ
ନୂଆଁଖାଇ ପାଇଁ ୯ ତାରିଖରେ ସ୍କୁଲ ଛୁଟି, ବନ୍ଦ ରହିବ ସରକାରୀ ଓ ବେସରକାରୀ ଅନୁଷ୍ଠାନ।
ପୂର୍ବ ସରକାରର ‘ସ୍ୱତନ୍ତ୍ର ଉନ୍ନୟନ ପରିଷଦ’ ଉଚ୍ଛେଦ କଲେ ମୋହନ ସରକାର।
ଆଗାମୀ ଅଧିବେଶନରେ ଆସିବ ପେସା ଆଇନ୍: ମନ୍ତ୍ରୀ ।
୨୦୨୬ ମାର୍ଚ୍ଚ ସୁଦ୍ଧା ଓଡ଼ିଶାରୁ ମାଓବାଦୀ ମୂଳପୋଛ ହେବେ: ଡିଜିପି ୱାଇ ବି ଖୁରାନିଆ।
ନଭେମ୍ବର ୧୫ରୁ ଐତିହାସିକ କଟକ ବାଲିଯାତ୍ରା, ୮ ଦିନ ପାଇଁ ଏହି ବାଲିଯାତ୍ରା ଅନୁଷ୍ଠିତ ହେବ ବୋଲି ଜଣାପଡିଛି।
ହିମାଚଳ ବିଧାନସଭାରେ ନୂଆ ବିଧେୟକଗୃହିତ:ଦଳବଦଳକାରୀଙ୍କୁ ପେନସନ୍ ମନା।
ବ୍ରୁନେଇର(Brunei) ରାଜଧାନୀ( Bandar Seri Begawan)ରୁ ଚେନ୍ନାଇକୁ ବିମାନ ସେବା, ପ୍ରତିରକ୍ଷା ଏବଂ ମହାକାଶ କ୍ଷେତ୍ରରେ ସହଯୋଗ ପାଇଁ ହେଲା ବୁଝାମଣା ।
ପ୍ୟାରିସ୍‌ ପାରାଲିମ୍ପିକ୍ସ, ସଟ୍‌ ପୁଟ୍‌ରେ ସଚିନ୍‌ ସରଜେରାଓ ଜିତିଲେ ରୌପ୍ୟ, ଭାରତର ପଦକ ସଂଖ୍ୟା ୨୧କୁ ବୃଦ୍ଧି ।
ଝାରପଡ଼ା ସ୍ବତନ୍ତ୍ର କାରାଗାରର ଗୁମର: ଟେନିସ ବଲରେ ଭିତରକୁ ଯାଉଛି ଗଞ୍ଜେଇ।
ସିଙ୍ଗାପୁରରେ ପ୍ରଧାନମନ୍ତ୍ରୀ ମୋଦି ।

No comments

Theme images by molotovcoketail. Powered by Blogger.