Message here

Odia News 12.08.2024

Odia News 12.08.2024

ଘୁଞ୍ଚିଲା ଭିନେଶ ଫୋଗଟଙ୍କ ପଦକ ଆବେଦନର ଶୁଣାଣି, ୧୩ ତାରିଖ ରାତି ୯ଟା ୩୦ରେ ହେବ ଭିନେଶଙ୍କ ଶୁଣାଣି।
ଓ୍ବାୟନାଡ: ଭୂସ୍ଖଳନ ଅଞ୍ଚଳ ବୁଲିଲେ ମୋଦି, ହସ୍ପିଟାଲରେ ପୀଡ଼ିତଙ୍କ ସ୍ବାସ୍ଥ୍ୟବସ୍ଥା ବୁଝିଲେ ।
କେନ୍ଦ୍ର ସରକାରଙ୍କର ନିଷ୍ପତ୍ତି:SC/ST ସଂରକ୍ଷଣରେ ଲାଗୁ ହେବ ନାହିଁ କ୍ରିମି ଲେୟର ।
ହିଣ୍ଡେନବର୍ଗ ରିପୋର୍ଟ ବିଦ୍ଵେଷପୂର୍ଣ୍ଣ, ନିରର୍ଥକ ଏବଂ କାରସାଦିଯୁକ୍ତ: ଆଦାନୀ ଗ୍ରୁପ।
ବୁଲା ବିକାଳିଙ୍କ ଉପରେ ସରକାରଙ୍କ ଆଖି । ଖୁବଶୀଘ୍ର ଚିହ୍ନଟ ହେବେ ଅନୁପ୍ରବେଶକାରୀ । ପରିଚୟ ପତ୍ର ନଥିଲେ ଫେରିବେ ସ୍ୱଦେଶ।
କିଟ୍ ଓ କିସ୍ ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଟେକ୍ନୋ ଇଣ୍ଡିଆ ୟୁନିଭରସିଟି ପକ୍ଷରୁ ଡକ୍ଟରେଟ ସମ୍ମାନ।
ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପାତାକା ଉତ୍ତୋଳନ କରିବେ।ନୂଆପଡ଼ାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ କଟକରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପତାକା ଉତ୍ତୋଳନ କରିବେ।
ମଦ ପିଇ ଗାଡି ଚଳାଇଲେ ନାହିଁ ନିସ୍ତାର । କମିଶନରେଟ ପୋଲିସର ବ୍ଲକିଂ ଓ ଚେକିଂ ଜୋରଦାର।
ଆଜି ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି।
ଦ୍ରୁତ ଗତିରେ ଚାଲିଛି ପୋଲାଭରମ ପ୍ରକଳ୍ପ । ମୋଟୁ ଅଞ୍ଚଳରେ ବଢ଼ୁଛି ଅସନ୍ତୋଷ।

No comments

Theme images by molotovcoketail. Powered by Blogger.