Message here

Odia News 13.08.2024

Odia News 13.08.2024

ଜାତୀୟ ସ୍ତରରେ ଦୁର୍ବଳ ଓଡ଼ିଶା ସରକାରୀ ବିଶ୍ଵବିଦ୍ୟାଳୟ, ଶ୍ରେଷ୍ଠ ୧୦୦ ତାଲିକାରେ କେବଳ ଓୟୁଏଟି ଏବଂ ଦୁଇ ଘରୋଇ ଉଚ୍ଚ ଶିକ୍ଷାନୁଷ୍ଠାନ।
ପ୍ରକାଶ ପାଇଲା ଏନଆଇଆରଏଫ ରାଙ୍କିଂ: ଆଇଆଇଟି ମାଡ୍ରାସ ଦେଶର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ।
୫ ବର୍ଷ ପରେ ଓଡ଼ିଶାରେ ରହିବେନି ଭୂମିହୀନ କିମ୍ବା ବାସହୀନ: ସୁରେଶ ପୂଜାରୀ
UNESCO କଳିଙ୍ଗ ପୁରସ୍କାର ବନ୍ଦ ନ କରିବାକୁ କେନ୍ଦ୍ରକୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ।
୩ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ।
ପ୍ରାକ୍ତନ ଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ୧୦ ଫ୍ଲାଟ୍,୭ ପ୍ଲଟ ଓ ୨.୫କିଲୋ ସୁନା ଠାବ।
୧୮ ଯାଏଁ ବର୍ଷା ସମ୍ଭାବନା, ହୀରାକୁଦ ଜଳସ୍ତର ୬୧୩ଫୁଟ,୨ ଫାଟକ ଖୋଲା।
ମହଙ୍ଗା ମାଡ଼:ଆଳୁ ପରେ ପିଆଜ କିଲୋ ୫୦ ଡେଇଁଲା।
ହର୍ ଘର୍ ତ୍ରିରଙ୍ଗା ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ।
କାର୍ଯ୍ୟରେ ଯୋଗଦେଲ କଟକ ଜିଲ୍ଲାର ନୂଆ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉ ସାହେବ ସିନ୍ଧେ।
୨୦୨୪ ଆର୍ଥିକ ବର୍ଷରେ ୩୮ ହଜାର କର୍ମଚାରୀ ଛଟେଇ କରିଛି ରିଲାଏନ୍ସ ରିଟେଲ୍ସ: ବାର୍ଷିକ ରିପୋର୍ଟରୁ ଖୁଲାସା।

No comments

Theme images by molotovcoketail. Powered by Blogger.