Message here

Odia News 14.08.2024

Odia News 14.08.2024

ରାଜ୍ୟର ସଡ଼କ ବିକାଶ ପାଇଁ ୭୫ ହଜାର କୋଟିର ପ୍ରସ୍ତାବ,ନୀତିନ ଗଡକରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା।
NIRF ରାଙ୍କିଙ୍ଗ୍ -୨୦୨୪, କିଟ୍ ଦେଶର ୧୫ତମ ଶ୍ରେଷ୍ଠ ବିଶ୍ବବିଦ୍ୟାଳୟ ।
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା-ଭୁବନେଶ୍ବର-ପୁରୀ ରାସ୍ତା ହେବ ୬ ଲେନ୍, ୧୮୦୦୦ କୋଟି ଅଛି ବ୍ୟୟ ଅଟକଳ ।
ଆଇନରେ ଥିବା ପ୍ରାବଧାନ ଏବଂ କ୍ଷମତାକୁ ବ୍ୟବହାର କରି ରାଜ୍ୟ ସରକାର ଭାଙ୍ଗକୁ ମାଦକ ଦ୍ରବ୍ୟ ଭାବେ ଘୋଷଣା କଲେ।
ପୁରୁଣା ହତ୍ୟା ମାମଲାର ଫାଇଲ୍ ଖୋଲିବ ବିଜେପି । ନବ ଦାସ, ମମିତା ମେହେର ଓ ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟା ରହସ୍ୟ ଉପରୁ ହଟିବ ପରଦା।
ଲୋକଙ୍କ ମତାମତ ପରେ ସାର୍ବଜନୀନ ହେବ ‘ସୁଭଦ୍ରା’ ଏସଓପି- କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।
ସରକାରୀ କର୍ମଚାରୀଙ୍କ ମୃତ୍ୟୁରେ ଅନୁକମ୍ପା ରାଶିର ୨୦% ପାଇବେ ବାପା-ମାଆ ।
ହାଜି ଅଲ୍ଲୀ ଦରଗାକୁ ୧.୨୧ କୋଟି ଟଙ୍କା ଦାନ କଲେ ଅଭିନେତା ଅକ୍ଷୟ କୁମାର।
ବଢୁଛି ଅଡୁଆ – ଶେଖ୍ ହସିନାଙ୍କ ସମେତ ୬ ଜଣଙ୍କ ବିରୋଧରେ ହତ୍ୟା ମାମଲା ରୁଜ୍ଜୁ।
୨୦୩୬ ସୁଦ୍ଧା ଭାରତର ଜନସଂଖ୍ୟା ଡେଇଁବ ୧୫୨ କୋଟି । ବଢିବ ବୟସ୍କଙ୍କ ସଂଖ୍ୟା।
ବର୍ଷବର୍ଷ ଧରି ପାନୀୟ ଜଳ ଉତ୍ସ ହେଉନି ବିଶୋଧନ: ଓଭର ହେଡ ଟାଙ୍କି ପାଣିରେ ଜୀବାଣୁ ଠାବ କଲା ସ୍ୱାସ୍ଥ୍ୟ ବିଭାଗ।

No comments

Theme images by molotovcoketail. Powered by Blogger.