Message here

Odia News 17.08.2024

Odia News 17.08.2024

ଯୋଗେଶ ଖୁରାନିଆ ହେଲେ ପୁଲିସ ମହାନିର୍ଦ୍ଦେଶକ: ଅପରାଧ ନିୟନ୍ତ୍ରଣ ଓ ମହିଳା ସୁରକ୍ଷାକୁ ମିଳିବ ଅଗ୍ରାଧିକାର।
ଜଙ୍ଗଲ ଜମି କିସମ ବଦଳାଇବାରେ ଓଡ଼ିଶା ଆଗୁଆ।ଏକ ଦଶମାଂଶ ଜମିରେ ବନୀକରଣ ଲକ୍ଷ ବାଟବଣା।
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ,୨୦ ତାରିଖ ଯାଏଁ ୧୨ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା।
ଅଗଷ୍ଟ ୧୯ ଏବଂ ୨୬ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ।
ବିଏମ୍‌ସି ଅଧିନକୁ ଆସିବ ଭୁବନେଶ୍ୱର ଏମ୍‌ସ କ୍ୟାମ୍ପସ, ପରିମଳ ବ୍ୟବସ୍ଥା ଭଲ ରହିବ।
ଦମନ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର, ଶବ୍ଦଗ୍ରହଣ ପାଇଁ ମାନସ ଚୌଧୁରୀ ଶ୍ରେଷ୍ଠ ।
ଭିଜିଲାନ୍ସ ଜାଲରେ ଅତିରିକ୍ତ ଯୋଗାଣ ଅଧିକାରୀ ପ୍ରଦୀପ କୁମାର ମହାପାତ୍ର, ୫ଟି ସ୍ଥାନରେ ଚାଲିଛି ଚଢ଼ାଉ।
ଘୋଷଣା ହେଲା 70th ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ରିଷବ ସେଟ୍ଟୀ ଶ୍ରେଷ୍ଠ ଅଭିନେତା, ନିତ୍ୟା ମେନନ୍‌ ଓ ମାନସୀ ପାରେଖ ଶ୍ରେଷ୍ଠ ଅଭିନେତ୍ରୀ।
ବାଂଲାଦେଶ ବଦଳରେ ୟୁଏଇରେ ହେବ ମହିଳା ଟି-୨୦ ବିଶ୍ବକପ୍।
ଭାରତ ଗସ୍ତରେ ଆସିବେ ବାଂଲାଦେଶ ଅନ୍ତରୀଣ ପ୍ରଧାନମନ୍ତ୍ରୀ ମୋହମ୍ମଦ ୟୁନୁସ।
ଡାକ୍ତରଙ୍କୁ ଆକ୍ରମଣର ୬ ଘଣ୍ଟା ମଧ୍ୟରେ ରୁଜୁ ହେବ ଏତଲା – ନିର୍ଦ୍ଦେଶ ଦେଲା ସ୍ୱାସ୍ଥ୍ୟ ମନ୍ତ୍ରାଳୟ।

No comments

Theme images by molotovcoketail. Powered by Blogger.