Message here

Odia News 20.08.2024

Odia News 20.08.2024

ବାଂଲାଦେଶରୁ ଫେରିବେ ଓଡ଼ିଶା ଶ୍ରମିକ,୧୫ରୁ ୨୦ ଦିନ ମଧ୍ୟରେ ନିଷ୍ପତ୍ତି ନେବେ ସରକାର।
ରାଜ୍ୟରେ ୨ ଦିନ ପ୍ରବଳ ବର୍ଷା ସମ୍ଭାବନା, ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷା ପାଇଁ ୮ ଜିଲ୍ଲାକୁ ୟଲୋ ଓ୍ବାର୍ଣିଂ ଜାରି।
ଉତ୍ତରପ୍ରଦେଶ:ଫେସବୁକରେ ମାତୁଛନ୍ତି ସାଇବର ଠକ; ନିବେଶ ଜାଲରେ ପଡ଼ି ୩ କୋଟି ହରାଇଲେ ଦମ୍ପତି।
ରାଜନୀତିକୁ ପ୍ରବେଶ କଲେ ମହବୁବା ମୁଫ୍ତିଙ୍କ ଝିଅ, ଜମ୍ମୁ-କାଶ୍ମୀର ନିର୍ବାଚନ ପାଇଁ ଜାରି ହେଲା PDPର ପ୍ରାର୍ଥୀ ତାଲିକା।
-କୋଲକାତାରେ ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଅଭିଯୁକ୍ତର ହେବ ପଲିଗ୍ରାଫ୍ ଟେଷ୍ଟ, ଅନୁମତି ଦେଲେ କୋର୍ଟ।
ଯୁଦ୍ଧଗ୍ରସ୍ତ ୟୁକ୍ରେନ ଗସ୍ତରେ ଯିବେ ପିଏମ୍ ମୋଦୀ, ମସ୍କୋ-କିଭ୍ ମଧ୍ୟରେ ମଧ୍ୟସ୍ଥତା କରିବନି ଭାରତ।
ବଢ଼ିଲା ପିଏମ ଆବାସ ଅନୁଦାନ ରାଶି।ଏଣିକି ମିଳିବ ୧ ଲକ୍ଷ ୮୦ ହଜାର ଟଙ୍କା।
୨୦୨୫ରେ ହେବ କଲେଜ ଛାତ୍ର ସଂସଦ ନିର୍ବାଚନ:ଆଇନ ଓ ପୂର୍ତ୍ତ ଅବକାରୀ ବିଭାଗ ମନ୍ତ୍ରୀଙ୍କ ସୂଚନା ।
ଉତ୍ତର ଆମେରିକାରେ ୯୦ଫୁଟର ବିଶାଳ ହନୁମାନ ମୂର୍ତ୍ତି, ନାମିତ ହେଲା ‘ଷ୍ଟାଚ୍ୟୁ ଅଫ ୟୁନିୟନ’।
ଲମ୍ବି ଚାଲିଛି ସିମ୍ ବକ୍ସ କ୍ରାଇମର ନେଟୱର୍କ,ନିଦ ହଜାଇଛି ବାଂଲାଦେଶୀ ମାଷ୍ଟରମାଇଣ୍ଡ, ସିଜ୍ ପାଇଁ ଝାଡ଼ଖଣ୍ଡ ମୁହାଁ କମିଶନରେଟ୍ ପୋଲିସ୍।
ଦୁର୍ନୀତିଗ୍ରସ୍ତ ବାବୁଙ୍କ ତାଲିକା ମାଗିଲା ଏସଆଇଟି ।ଅଗଷ୍ଟ ୨୮ ତାରିଖରେ କଟକରେ ଏସଆଇଟିର ବୈଠକ ବସିବ।
ଭୁବନେଶ୍ୱର:ଆଜିଠୁ ବିଧାନସଭାର ୨ୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ।
ନବୀନ ନିବାସରେ ରକ୍ଷା ବନ୍ଧନ ଉତ୍ସବ, ରାଖୀ ବାନ୍ଧିଲେ ନବୀନ।

No comments

Theme images by molotovcoketail. Powered by Blogger.