Message here

Odia News 22.08.2024

Odia News 22.08.2024

୧୮ ଆଇଏଏସ ଅଧିକାରୀଙ୍କୁ ବଦଳି କଲେ ରାଜ୍ୟ ସରକାର।
୧୮ ଆଇଏଏସ ଅଧିକାରୀଙ୍କୁ ବଦଳି କଲେ ରାଜ୍ୟ ସରକାର।
୧୮ ଆଇଏଏସ ଅଧିକାରୀଙ୍କୁ ବଦଳି କଲେ ରାଜ୍ୟ ସରକାର।
୧୮ ଆଇଏଏସ ଅଧିକାରୀଙ୍କୁ ବଦଳି କଲେ ରାଜ୍ୟ ସରକାର।
୧୮ ଆଇଏଏସ ଅଧିକାରୀଙ୍କୁ ବଦଳି କଲେ ରାଜ୍ୟ ସରକାର।
ପୋଲାଣ୍ଡରେ ମୋଦୀ, ୪୫ ବର୍ଷ ଭିତରେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ।
ଝାଡ଼ଖଣ୍ଡ:ବିଧାନସଭା ନିର୍ବାଚନ ପୂର୍ବରୁ ଚମକାଇ ଦେଲେ ଚମ୍ପାଇ ସୋରେନ । ଗଢ଼ିବେ ନୂଆ ଦଳ ।
ନୁଆ ଦିଲ୍ଲୀ:ICC ଅଧ୍ୟକ୍ଷ ହୋଇପାରନ୍ତି ଜୟ ଶାହା।
ଆନ୍ଧ୍ରପ୍ରଦେଶ:ଫାର୍ମା କମ୍ପାନୀ କାରଖାନାରେ ବିସ୍ଫୋରଣ, ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି।
କୋଲକାତା ଦୁଷ୍କର୍ମ – ଇଡି ତଦନ୍ତ ଦାବିରେ ହାଇକୋର୍ଟଙ୍କ ଦ୍ୱାରସ୍ତ ହେଲେ ସନ୍ଦୀପ ଘୋଷଙ୍କ ପୂର୍ବତନ ସହଯୋଗୀ।
ମହାରାଷ୍ଟ୍ର:ବାପାର ଫର୍ଚୁନର ବନାମ ପୁଅର ସଫାରୀ, ରାସ୍ତା ମଝିରେ ହେଲା ଜୋରଦାର ଲଢ଼େଇ, ୫ ଜଣଙ୍କ ଉପରେ ଚଢ଼ାଇଲେ ଗାଡ଼ି।
ଦୀର୍ଘ ବର୍ଷ ପରେ ପୁଣି ଫେରିଲା ମଦ ମୃତ୍ୟୁ । ବିଷାକ୍ତ ମଦ ନେଲା ଚିକିଟିରେ ୨ ଜଣଙ୍କ ଜୀବନ । ୧୨ ରୁ ଅଧିକ ଏବେ ବି ଚିକିତ୍ସିତ।
ଇ- ଚାଷ ଆପ୍ ଓ ପୋର୍ଟାଲର ହେଲା ଶୁଭାରମ୍ଭ, ଡିଜିଟାଲ ସର୍ବେକ୍ଷଣ ନୀତି ଆପଣେଇବାରେ ଓଡ଼ିଶା ପ୍ରଥମ ରାଜ୍ୟ।
କୋଟା ଭିତରେ କୋଟା ପାଇଁ ସୁପ୍ରିମକୋର୍ଟଙ୍କ ରାୟକୁ ତୀବ୍ର ବିରୋଧ । ୧୨ ଘଣ୍ଟିଆ ବନ୍ଦ ପାଳନ, ସକାଳୁ ଅଚଳ ହୋଇଗଲା ଅଧାରୁ ଅଧିକ ଓଡିଶା।
ରାଜ୍ୟରେ ଅଛନ୍ତି ୨୭ ମହାବଳ ଓ ୨୦୯୮ ହାତୀ, ବିଧାନସଭାରେ ତଥ୍ୟ ରଖିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ।
ରାଜଧାନୀରେ ୪୩୬ ଡେଙ୍ଗୁ ରୋଗୀ,ପଟିଆରେ ସର୍ବାଧିକ ଆକ୍ରାନ୍ତ।
ଓଡ଼ିଆ ଭୂବିଜ୍ଞାନୀ ବି. ପ୍ରଶାନ୍ତ କୁମାର ଓ ପର୍ଶୁରାମଙ୍କୁ ରାଷ୍ଟ୍ରୀୟ ଭୂବିଜ୍ଞାନ ପୁରସ୍କାର ପ୍ରଦାନ।
ବୌଦ୍ଧ ଜିଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କନିଷ୍ଠ ରାଜସ୍ବ ସହାୟକ ଚୌଧୁରୀ ପପୁନ କୁମାର ଦାଶ ୨୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।

No comments

Theme images by molotovcoketail. Powered by Blogger.