Message here

Odia News 23.08.2024

Odia News 23.08.2024

ୟୁଟ୍ୟୁବରେ ରୋନାଲ୍ଡୋଙ୍କ ରେକର୍ଡ: ଆକାଉଣ୍ଟ ଖୋଲିବାର ୯୦ ମିନିଟରେ ୧ ମିଲିୟନ ସବସ୍କ୍ରାଇବର।
ପଦକ ବିଜେତାଙ୍କ ଉପରେ ଧନ ବର୍ଷା: ୪୦୦% ବଢ଼ିଲା ମନୁ, ଭିନେଶଙ୍କ ବ୍ରାଣ୍ଡ ମୂଲ୍ୟ, ୩୩୦ କୋଟି ଛୁଇଁଲା ନୀରଜ ଚୋପ୍ରାଙ୍କ ପାଉଣା।
କ୍ଷତିରେ ଚାଲୁଛି ଲକ୍ଷ୍ମୀ ବସ୍‌: ବ୍ୟୟ ପାଖାପାଖି ୪ ଶହ କୋଟି, ଆୟ ମାତ୍ର ୨୫ କୋଟି।
ଆଗାମୀ ଦୁଇ ବର୍ଷ ମଧ୍ୟରେ ବିଶ୍ବବିଦ୍ୟାଳୟକୁ ସ୍ବୟଂସମ୍ପୂର୍ଣ୍ଣ କରିବା ପାଇଁ ଯାହାସବୁ ଆବଶ୍ୟକତା ଅଛି, ତାହା ପୂରଣ କରାଯିବ-ମୁଖ୍ୟମନ୍ତ୍ରୀ
ଢେଙ୍କାନାଳ:ଟଏଲେଟ୍ ରୁ ବିଡ଼ା ବିଡା ନୋଟ୍, ରେଞ୍ଚର ବିଭୁନାନନ୍ଦ ମିଶ୍ରଙ୍କ ବାସଭବନରେ ଭିଜିଲାନ୍ସ ରେଡ୍।
ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର ପାଇଲେ ଓଡିଆ ବୈଜ୍ଞାନିକ ଡ.ଦିଗେନ୍ଦ୍ର ନାଥ ସ୍ବାଇଁ।
ଦେବଗଡ଼ରେ ଅଛି ସୁନା ଖଣି, ବିଧାନସଭାରେ ସ୍ପଷ୍ଟ କଲେ ଖଣି ମନ୍ତ୍ରୀ।
ଚିକିଟି ମଦ ମୃତ୍ୟୁର ହେବ ଆରଡିସି ତଦନ୍ତ : ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।
ଉପରମୁଣ୍ଡରେ ବର୍ଷା କାରଣରୁ,ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ୬ଟି ଗେଟ୍‌।
୨୪ରୁ ଛେଚିବ ବର୍ଷା,ମତ୍ସ୍ୟଜିବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ।
ଭୁବନେଶ୍ୱର:ବିଧାନସଭା ଅଚଳାବସ୍ଥା ଜାରି, ବିରୋଧୀଙ୍କ ହଟ୍ଟଗୋଳ,ଗୃହ ବାରଂବାର ମୁଲତବୀ।
ଗିନି ସିଏନଟି [National Council Transition (Conseil National de Transition – CNT) of Guinea ]ସଭାପତିଙ୍କ ବରିଷ୍ଠ ପରାମର୍ଶଦାତା ହେଲେ ଅଚ୍ୟୁତ ସାମନ୍ତ।
ରାଜ୍ୟରେ ୧,୨୦,୩୬୭ ଘରଡ଼ିହ ଶୁନ୍ୟ ପରିବାର ଅଛନ୍ତି: ସର୍ଭେ
ନୂଆଦୀଲ୍ଲି:CBSE ଦଶମ ଓ ଦ୍ବାଦଶରେ ୬୫ଲକ୍ଷ ଛାତ୍ରଛାତ୍ରୀ ଅକୃତକାର୍ଯ୍ୟ।
ଭୁବନେଶ୍ୱର:ଗଣତନ୍ତ୍ର ବଞ୍ଚାଅ, ସମ୍ବିଧାନ ବଞ୍ଚାଅ; ଇଡ଼ି ଅଫିସ ଆଗରେ କଂଗ୍ରେସର ଗର୍ଜନ।
ଟିମ୍‌ ସଦସ୍ୟଙ୍କୁ ସମ୍ବର୍ଦ୍ଧିତ କଲେ ନବୀନ, ଓଡ଼ିଶାର ସହଯୋଗ ଯୋଗୁଁ ଭାରତୀୟ ହକି ତାର ହୃତ ଗୌରବ ଫେରିପାଇଛି କହିଲେ ଖେଳାଳି।

No comments

Theme images by molotovcoketail. Powered by Blogger.