Message here

Odia News 29.08.2024

Odia News 29.08.2024

ପୁରୀ ଜିଲାରେ ବାର୍ଡ-ଫ୍ଲୁ ସ୍ଥିତି ଅଣାୟତ୍ତ, ନିମାପଡା ଓ ଡେଲାଙ୍ଗରୁ ନମୁନା ପଠାଗଲା ଭୋପାଳ।
ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଡ଼କ ସୁରକ୍ଷା ସଂପର୍କିତ ସମୀକ୍ଷା ବୈଠକ,ବ୍ୟବସ୍ଥାରେ ଅଧିକ ଉନ୍ନତି ପାଇଁ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବଙ୍କ ପରାମର୍ଶ।
'ସୁଭଦ୍ରା’ର SOP ପରେ ଆସିଲା ଗାଇଡଲାଇନ୍,ଉଭୟ ଅଫଲାଇନ ଏବଂ ଅନଲାଇନରେ ଆବେଦନ କରିହେବ।
ପୋଷଣ ଓ ଖାଦ୍ୟ ନିରାପତ୍ତା ପାଇଁ ରାଜ୍ୟ ସରକାରଙ୍କୁ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ପ୍ରଶଂସା।
ରାଜ୍ୟରେ ଅଣାୟତ ଡେଙ୍ଗୁ, ଆକ୍ରାନ୍ତଙ୍କ ସଂଖ୍ୟା ୨୭ ଶହ ପାର୍।
ଖୁବ୍ ଶୀଘ୍ର ଓଡ଼ିଆରେ ଅନୁବାଦ ହେବ ତୃତୀୟ ଓ ଚତୁର୍ଥ ବର୍ଷ ବିଟେକ ବହି ।
ପୁରୀ: ଆନଂଦ ବଜାରରେ ବିକ୍ରି ହେବନି ବାସି ଅବଢ଼ା।
CHSE ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍; ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେକର୍ଡ ସପ୍ଲାୟର୍ ପୁରେନ୍ଦ୍ର ସେଠୀଙ୍କ ଘରେ ରେଡ୍।
ରାଜଧାନୀକୁ ବାର୍ଡ ଫ୍ଲୁ ଚିନ୍ତା,କମିଲା କୁକୁଡ଼ା ମାଂସ, ଫାଷ୍ଟ ଫୁଡ୍ ଦୋକାନରେ ବେପାର ମାନ୍ଦା।
ରାଜ୍ୟରେ ଖୁବ୍‌ଶୀଘ୍ର ଆରମ୍ଭ ହେବ ସିଏମ୍ କିଷାନ ଯୋଜନା, ବିଧାନସଭାରେ କୃଷି ମନ୍ତ୍ରୀ କେଭି ସିଂହଦେଓଙ୍କ ସୂଚନା।
ପଶ୍ଚିମ ଓଡ଼ିଶାକୁ ମିଳିଲା ଦୁଇଟି ନୂଆ ରେଳ ଲାଇନ୍ ପ୍ରକଳ୍ପ,ଏଥିରେ ଖର୍ଚ୍ଚ ହେବ ୨ ହଜାର ୯୨୬ କୋଟି ଟଙ୍କା।
ରାଜ୍ୟର ୩୭୦ ପେଟ୍ରୋଲ ପମ୍ପରେ ଠକେଇ, ମାପ ଓ ଓଜନରେ ଠକୁଛନ୍ତି ବ୍ୟବସାୟୀ:ଖାଦ୍ୟ ଯୋଗାଣ ମନ୍ତ୍ରୀ
ବିଧାନସଭାକୁ ମୋବାଇଲ୍ ମନା; ପାଣି ବୋତଲ ଉପରେ ବି ଲାଗିଲା କଟକଣା।
ବେଆଇନ ସମ୍ପତ୍ତି ଠୁଳ ଉପରେ ଲାଗିବ ଲଗାମ । ସାବାଡ ହେବେ ଲାଂଚୁଆ ଓ ଦୁର୍ନୀତିଗ୍ରସ୍ତ ଅଧିକାରୀ:ପଶିବ IT ଘାଣ୍ଟିବ ED
ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାରେ ୯ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ।

No comments

Theme images by molotovcoketail. Powered by Blogger.